ଆଲିଙ୍ଗନ କଲେ ପ୍ରେମ ବଢାଇବା ସହ ସ୍ୱାସ୍ଥ୍ୟକୁ ଉପକାର ମିଳେ
ଯେତେବେଳେ ଆମେ କାହାକୁ ଆଲିଙ୍ଗନ କରୁ କିମ୍ବା କିଏ ଆମକୁ ଆଲିଙ୍ଗନ କରେ, ସେତେବେଳେ ବହୁତ ଆରାମ ମିଳିଥାଏ । ଆଲିଙ୍ଗନ ତୁମର ସମ୍ପର୍କରେ ପ୍ରେମକୁ ବୁଝାଏ । ପିତା-ମାତା, ସ୍ୱାମୀ, ପ୍ରେମିକ, ବନ୍ଧୁ, ଭାଇ-ଭଉଣୀ ମଧ୍ୟରେ ସମ୍ପର୍କ ଯାହା ହେଉନା କାହିଁକି, ଆଲିଙ୍ଗନରୁ ଆସୁଥିବା ସୁଖ ଏବଂ…