Browsing Tag

Howrah

ହାୱାଡା ପୁରୀ ଧଉଳି ଏକ୍ସପ୍ରେସ ଲାଇନ ଚ୍ୟୁତ

ହାୱାଡା ପୁରୀ ଧଉଳି ଏକ୍ସପ୍ରେସ ର ଗୋଟାଏ ବଗି ଲାଇନ ଚ୍ୟୁତ ହୋଇଛି । ସୂଚନା ଅନୁଯାୟୀ, ହାୱାଡା ରୁ ପୁରୀ ଆସୁଥିବା ଧଉଳି ଏକ୍ସପ୍ରେସ ଭୋଗପୁର ଓ ପାଂସକୁରା ମଧ୍ୟରେ ଗୋଟିଏ ବଗି ଲାଇନ ଚ୍ୟୁତ ହୋଇଥିବାର ଖବର ହସ୍ତଗତ ହୋଇଛି । ଏହି ଦୁର୍ଘଟଣା ରେ କୌଣସି ଯାତ୍ରୀ ଆହତ କିମ୍ବା ମୃତାହତ…