ପବିତ୍ର କାର୍ତ୍ତିକ ମାସରେ କିପରି ପୂଜା କଲେ ପୂରଣ ହୁଏ ସମସ୍ତ ମାନସିକ , ଜାଣନ୍ତୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବନ୍ଧୁଗଣ କାର୍ତ୍ତିକ ମାସକୁ ବହୁତ ପୂଜନୀୟ ମାନା ଯାଇଥାଏ । ଏହି ମାସକୁ ପବିତ୍ର ମାସ ରୂପେ ପାଳନ କରାଯାଇଥାଏ । ଶାସ୍ତ୍ର ଅନୁସାରେ ଏହି ମାସରେ ପୂଜା ଓ ବ୍ରତ କରିବା ଦ୍ଵାରା ଆମର ସମସ୍ତ ମାନସିକ ପୂରଣ ହୋଇଥାଏ । ଏହା କରିବା ଦ୍ଵାରା ଘରେ ସୁଖ ଏବଂ ଶାନ୍ତି…