ବୟସ ଅନୁପାତରେ କେତେ ଶୋଇବା ଆବଶ୍ୟକ ? ଅଧିକ ଶୋଇଲେ ଶରୀର ଉପରେ କିଭଳି ପଡେ ପ୍ରଭାବ, ଆସନ୍ତୁ ଜାଣିବା…
ଆମେ ଏମିତିରେ ଜାଣିଛୁ ଯେ ପ୍ରତ୍ୟେକ ବ୍ୟକ୍ତି ଦିନକୁ ୭-୯ ଘଣ୍ଟା ଶୋଇବା ଜରୁରୀ l କିନ୍ତୁ ପ୍ରତ୍ୟେକ ମଣିଷ ଙ୍କ ର ନିଦ୍ରାର ଆବଶ୍ୟକତା ରହିଛି ତାଙ୍କ ଲାଇଫ ଷ୍ଟାଇଲ , ଆବଶ୍ୟକ , ପରିଶ୍ରମ ଓ ବୟସ ଅନୁସାରେ l ଏହାଛଡା ଏହା ମଣିଷ ର ଶୋଇବା ପ୍ୟାଟର୍ନ ଉପରେ ନିର୍ଭର କରିଥାଏ l ଏହାଛଡା ଏହା…