Browsing Tag

How beneficial is drinking raw milk for the body?

କଞ୍ଚାକ୍ଷୀର ପିଇବା ଶରୀର ପାଇଁ କେତେ ହିତକର ?

କ୍ଷୀର ପିଇବା ଶରୀର ପାଇଁ କେତେ ଉପକାରୀ ଓ ଲାଭଦାୟକ ତାହା ସମସ୍ତେ ଜାଣିଛନ୍ତି। କ୍ଷୀରରେ ସମସ୍ତ ପ୍ରକାରର ନ୍ୟୁଟ୍ରିଏଣ୍ଟସ ରହିଥାଏ, ଯାହା ଯୋଗୁଁ ଅଧିକାଂଶ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହାକୁ ପିଇବାକୁ ପରାମର୍ଶ ଦେଇଥାନ୍ତି। କ୍ଷୀରର ବ୍ୟବହାର ଅନେକ ପ୍ରକାରରେ କରାଯାଏ। କିଛି ଲୋକ ଏହାକୁ…