ଏହି ଦିନ ଘର ଧୁଆପୋଛା କରନ୍ତୁ ନାହିଁ, ଲକ୍ଷ୍ମୀ ଛଡା ହୋଇଯିବେ
ସ୍ୱଚ୍ଛତାକୁ ଦେବାଦେବୀ ପସନ୍ଦ କରନ୍ତି ବୋଲି କୁହାଯାଏ । ଏଥିପାଇଁ ଆମ ଶାସ୍ତ୍ର ରେ ମଧ୍ୟ ସଫା ସୁତୁରା ରହିବା ପାଇଁ ପରାମର୍ଶ ଦିଆଯାଇଛି । ସ୍ୱୟଂ କୁ ସଫା ସୁତୁରା ରଖିବା ସହିତ ନିଜ ଆଖପାଖରେ ଥିବା ପରିବେଶ କୁ ମଧ୍ୟ ସଫା ରଖିବା ଉଚିତ ହୋଇଥାଏ । ଯେଉଁ ବ୍ୟକ୍ତି ନିଜ ସହିତ ନିଜ ଆଖପାଖରେ…