Browsing Tag

House

ଅନୁଭବଙ୍କ ଘରେ ରହିବେ ବର୍ଷା

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଏବେ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ରହିବେ । ପୁର୍ବରୁ ଅନୁଭବ ମହାନ୍ତିଙ୍କ ଘର ଛାଡ଼ି ଭଡ଼ା ଘରେ ରହିବାକୁ ଏସଡ଼ିଜେଏମ୍ କୋର୍ଟରୁ ନିର୍ଦ୍ଦେଶ ଥିଲା । ହେଲେ ଆଜି ଏହି ମାମଲାର ପୁଣି ଥରେ ଶୁଣାଣୀ…

ମା’ର ଦେଖାଶୁଣା ପାଇଁ ବଡ ଘର ନାହିଁ ବଡ ହୃଦୟ ଦରକାର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମା’ର ଦେଖାଶୁଣା କରିବା ଏବଂ ରଖିବା ପାଇଁ ବଡ ଘର ଦରକାର ନାହିଁ ବଡ ହୃଦୟ ଦରକାର ବୋଲି ଏକ ପରିବାରିକ ବିବାଦର ଶୁଣାଣି କରି ଦେଶର ସବୋର୍ଚ୍ଚ କୋର୍ଟ ଏଭଳି ଗୁରୁତ୍ୱପୂର୍ଣ୍ଣ ଟିପଣୀ ଦେଇଛନ୍ତି । ୮୯ ବର୍ଷ ବୟସ୍କ ଜଣେ ବୃଦ୍ଧା ବୈଦେହୀ ସିଂହ ଡିମେନସିଆ ରୋଗରେ ପୀଡ଼ିତ । କିନ୍ତୁ…

ଶୋଇବା ଘରେ କଣ କଲେ ପରିବାରକୁ ଧନ ଓ ଶାନ୍ତି ମିଳିବ ଜାଣନ୍ତୁ

ଗୃହରେ ଶୋଇବା ଘରର ସ୍ଥାନ ଏକ ବିଶେଷ ମହତ୍ତ୍ୱ ରଖିଥାଏ , ତେଣୁ ସବୁ ଦୃଷ୍ଟିରୁ ବିଚାର କରି ବାସ୍ତୁଶାସ୍ତ୍ର ଅନୁସାରେ ଶୋଇବା ଘରର ପରିକଳ୍ପନା କରିବା ଉଚିତ୍ । ମଣିଷ ସାରା ଦିନ ବାହରେ ପରିଶ୍ରମ କରି ଘରକୁ ଫେରେ ବିଶ୍ରାମ ନେବା ପାଇଁ ,କିଛି ସମୟ ଶାନ୍ତିରେ କାଟିବା ଓ ଶୋଇବା ପାଇଁ । ମନରେ…

ପତି-ପତ୍ନୀ ଏପରି କାମ କରୁଥିଲେ ବରବାଦ ହୋଇଯିବ ବୈବାହିକ ଜୀବନ

ଚତୁର ରଣନୀତିକାର ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିକୁ ନେଇ ସାରା ଦୁନିଆରେ ପ୍ରସିଦ୍ଧ । ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ…

ଘରର ଉତ୍ତର ଦିଗରେ ରଖନ୍ତୁ ଏହି ୪ ଜିନିଷ, କେବେ ହେବ ନାହିଁ ଧନର ଅଭାବ

ସବୁ ଲୋକଙ୍କୁ ଧନର ଆବଶ୍ୟକତା ରହିଛି । ପରିବାରକୁ ଭଲ ଓ ସୁଖରେ ରଖିବାକୁ ସମସ୍ତେ ଚାହାଁନ୍ତି । ସେଥିପାଇଁ ବହୁତ ପରିଶ୍ରମ ମଧ୍ୟ କରିବାକୁ ପଡେ । ହେଲେ ବେଳେ ବେଳେ ଦେଖାଯାଏ ଯେ ପରିଶ୍ରମ କରି ମଧ୍ୟ ଘରେ ଧନର ଅଭାବ ସର୍ବଦା ଲାଗି ରହିଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଏପରି କିଛି ବାସ୍ତୁ…

ଭୁଲରେ ବି ଘର ପାଖେ ରଖନ୍ତୁ ନାହିଁ ଏହିସବୁ ଗଛ

ଗଛଲତା ଜୀବଜଗତ ପାଇଁ କୌଣସି ବରଦାନ ଠାରୁ କମ ନୁହେଁ। ଗଛଲତା ପରିବେଶକୁ ସକାରାତ୍ମକ ଉର୍ଜା ପ୍ରଦାନ କରିଥାନ୍ତି । ଆଉ ଏହାକୁ ଠିକ୍‌ ସ୍ଥାନରେ ଲଗାଇଲେ ଘରର ବାସ୍ତୁଦୋଷ ମଧ୍ୟ ଦୂର ହୋଇଥାଏ । ତେବେ ଏମିତି କିଛି ସ୍ଥାନ ଅଛି ଯେଉଁଠି ଗଛ ଲଗାଇବା ଉଚିତ -ବିଶ୍ୱାସ ରହିଛି ଯେ ଉଚ୍ଚତା ଥିବା ଗଛ…

ଏମିତି ପୋଛା ଲଗେଇବା ଦ୍ଵାରା ଘରକୁ ଆସିଥାଏ ଦରିଦ୍ରତା

ଆପଣ ସମସ୍ତେ ଜାଣିଛନ୍ତି କି ଘର ସ୍ବଚ୍ଛ ରହିଲେ ଘରେ ସୁଖ ସମୃଦ୍ଧି, ପରସ୍ପର ମାଧୟରେ ପ୍ରେମ ବଜାୟ ରୁହେ । ଅପରିଷ୍କାର ପରିବେଶ ଦରିଦ୍ରତାକୁ ଆମନ୍ତ୍ରଣ କରେ । ଆମେ ସମସ୍ତେ ଘରେ ପୋଛା ଲଗାଇ ଥାଉ, ମାତ୍ର ଆପଣ କଣ ଜାଣିଛନ୍ତି କି ଘରେ ଏପରି ପୋଛା ଲଗାଇବା ଦ୍ଵାରା ଆପଣଙ୍କୁ ବିପରୀତ ପରିଣାମ…

କେଉଁ ମାସରେ ଘର ତିଆରି କଲେ ବଢି ଚାଲେ ଧନ-ସମ୍ପତି ?

ସବୁ ମଣିଷ ର ସ୍ୱପ୍ନ ଏବଂ ଇଚ୍ଛା ଥାଏ ତାହାର ନିଜର ଏକ ଘର । ଯାହାକୁ ସେ ବହୁତ ସୁନ୍ଦର ଭାବେ ଗଢିବାକୁ ଚାହିଁଥାଏ । କିନ୍ତୁ ଯଦି ଘର ଠିକ ଭାବରେ ନ ହୋଇ ପାରେ କିମ୍ବା ଘର ହେବା ପରେ ସେଠି ସୁଖ ଶାନ୍ତି ରୁହେ ନାହିଁ ।ନକରାତ୍ମକ ବାତାବରଣ ସହ ସର୍ଵଦା କଳି ଝଗଡା ଲାଗି ରହିଥାଏ ଏବଂ ପରିବାର…