ହୋଟେଲ୍ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର
ଓଡିଶା ଫାଷ୍ଟ(ବ୍ୟୁରୋ): ପୁରୀ ସମୁଦ୍ର କୂଳ ଥାନା ସିଟି ରୋଡ୍ରେ ଥିବା ଏକ ହୋଟେଲରୁ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ବସନ୍ତ ସେଠୀ। ତାଙ୍କ ଘର ପୁରୀର ବାଲି କପିଳେଶ୍ୱରପୁର ଅଞ୍ଚଳର ତରକୋର ଗାଁରେ। ଆଜି ସକାଳେ ବସନ୍ତଙ୍କ ମୃତଦେହ ହୋଟେଲର ଏକ ରୁମ୍ର ଚଟାଣରେ ପଡ଼ିଥିବା…