ହୋଟେଲ ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁ ଫେରାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରର ମଞ୍ଚେଶ୍ୱର ର ଏକ ହୋଟେଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି ।
ସୂଚନା ଅନୁଯାୟୀ, ଗତ ୨୨ ତାରିଖରୁ ଜଣେ ଯୁବକ ଓ ଜଣେ ଯୁବତୀ(୨୨) ଭୁବନେଶ୍ୱରର ମଞ୍ଚେଶ୍ୱର ରେ ଥିବା…