Browsing Tag

Hospital

ପୋଖରୀରେ ବୁଡ଼ି ୩ ନାବାଳିକା ଗୁରୁତର

ଜଳେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ରେମୁ ଗାଁରେ ପୋଖରୀରେ ବୁଡ଼ି ୩ ଜଣ ନାବାଳିକା ଗୁରୁତର ହୋଇଛନ୍ତି। ଗୁରୁତର ନାବାଳିକାମାନେ ହେଲେ ଲଙ୍ଗଲେଶ୍ଵର ଗାଁର ଅନନ୍ୟା ପାତ୍ର, କାଳନ୍ଦା ଗାଁ ଜୟଲକ୍ଷ୍ମୀ ପରିଡ଼ା ଓ କାଠ ଶାଗଡ଼ା ଗାଁର କାମିନୀ ପାତ୍ର। ତେବେ…

ବରମୁଣ୍ଡାରେ ବଚସାରୁ ହଣାହଣି, ଦୁଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର : ଭୁବନେଶ୍ୱରର ବରମୁଣ୍ଡାର ନୂଆ ବସ୍‌ଷ୍ଟାଣ୍ଡରେ ଘଟିଯାଇଛି ତୁମୁଳକାଣ୍ଡ। ବସ୍ ଆଗପଛ ଯିବାକୁ ନେଇ ବଚସା ଓ ପରେ ହଣାହଣି। ଏଥିରେ ଦୁଇ ଜଣ ବସ୍ କର୍ମଚାରୀ (ଡ୍ରାଇଭର ଓ କଣ୍ଡକ୍ଟର) ଆହତ ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ୍ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ,…

ଦୁଇ ବାଇକ ମୁହାଁ ମୁହିଁ ଧକ୍କା, ଜଣେ ମୃତ

କୋରାପୁଟ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କୋରାପୁଟ ନନ୍ଦପୁର ଥାନା ଅନ୍ତର୍ଗତ କୁମାରଗୁଡା ଗାଁ ନିକଟରେ ଦୁର୍ଘଟଣା । ୨ଟି ବାଇକ ମୁହାମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ଯୁବକ ଜଣକ ଲମତାପୁଟ ସିଲପଡା ଗ୍ରାମର ଧନୁର୍ଜୟ ବୋଲି…