Browsing Tag

home department

ସ୍କୁଲ ପିଲାଙ୍କ ପରେଡ଼ ପାଇଁ ବାଧକ ସାଜିଲା ବର୍ଷା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆସନ୍ତା କାଲି ସ୍ୱାଧୀନତା ଦିବସରେ ହେବାକୁ ଥିବା ପରେଡ୍‌ ରେ ସ୍କୁଲ ପିଲା ଙ୍କୁ ଭାଗ ନେବାକୁ ବାରଣ କରାଯାଇଛି । କାରଣ ପାଣିପାଗ ବିଭାଗ ପକ୍ଷରୁ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।…