ହକି ବିଶ୍ଵକପ ପୂର୍ବରୁ କୋକେନ୍ ବିକ୍ରି ପାଇଁ ପ୍ରସ୍ତୁତି !
ଭୁବନେଶ୍ଵର : ରାଜଧାନୀରୁ କୋକେନ ଜବତ ମାମଲାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ୨୦୨୩ ହକି ବିଶ୍ଵକପ ପୂର୍ବରୁ ଚାଲିଥିଲା ମାର୍କେଟ ପ୍ରସ୍ତୁତ ! ବିଦେଶୀ ଦର୍ଶକଙ୍କୁ କୋକେନ ବିକ୍ରି ପାଇଁ ମସୁଧା ଚାଲିଥିଲା। ବିଦେଶୀ ଓ ଖେଳାଳି ରହୁଥିବା ତାରକା ହୋଟେଲ ସହ ଯୋଗାଯୋଗ କରାଯାଇଥାନ୍ତା।…