Browsing Tag

hockey india

ନରିନ୍ଦର ବାତ୍ରାଙ୍କ ଭାରତୀୟ ଅଲିମ୍ପିକ୍ସ ସଂଘ ଅଧ୍ୟକ୍ଷ ପଦରୁ ଇସ୍ତଫା

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଇସ୍ତଫା ଦେଲେ ନରିନ୍ଦର ବାତ୍ରା । ଭାରତୀୟ ଅଲିମ୍ପିକ୍ସ ସଂଘ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ନରିନ୍ଦର ବାତ୍ରା । ୨୦୧୭ରୁ ସେ ଭାରତୀୟ ଅଲିମ୍ପିକ୍ସ ସଂଘର ଅଧ୍ୟକ୍ଷ ପଦରେ ଥିଲେ । ତେବେ ଗତ ମାସରେ ସିବିଆଇ ଜାଲରେ ଛନ୍ଦି ହୋଇଥିଲେ ନରିନ୍ଦର । ହକି…

ହକି : ବୀରେନ୍ଦ୍ର ଭାରତ ପୁରୁଷ ଟିମର ଅଧିନାୟକ

ଭୁବନେଶ୍ୱର : ବୀରେନ୍ଦ୍ର ଲାକ୍ରା ହେଲେ ଭାରତ ପୁରୁଷ ହକି ଟିମର ଅଧିନାୟକ । ଏସିଆ କପ୍‌ ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର ନେତୃତ୍ୱ ନେବେ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା । ଆସନ୍ତା ୨୩ରୁ ଇଣ୍ଡୋନେସିଆରେ ଆୟୋଜିତ ହେବାକୁ ଥିବା ଏସିଆ କପ୍‌…

୩ ଓଡ଼ିଆ ସାମିଲ୍, ବୀରେନ୍ଦ୍ର ଉପଅଧିନାୟକ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆସନ୍ତା ୨୩ରୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ପୁରୁଷ ଏସିଆ କପ୍ ହକି ସକାଶେ ସୋମବାର ହକି ଇଣ୍ଡିଆ ପକ୍ଷରୁ ଏକ ୨୦ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳରେ ମୋଟ ୩ ଜଣ ଓଡ଼ିଆ ଖେଳାଳି ସାମିଲ୍…

ଏଫ୍ଆଇଏଚ୍ ବିଶ୍ୱକପ୍ ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର : ଆସନ୍ତା ବର୍ଷ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲାରେ ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ଅନୁଷ୍ଠିତ ହେବ । ହକି ଇଣ୍ଡିଆ ସହଯୋଗରେ ଓଡ଼ିଶା ସରକାର କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ର ଆୟୋଜନ କରିବେ । ଏହି ବିଶ୍ୱକପ୍ ପାଇଁ ଇତିମଧ୍ୟରେ…