Browsing Tag

hockey

ଦ୍ୱାଦଶତମ ଜାତୀୟ ମହିଳା ହକି: ଓଡିଶାକୁ ପ୍ରଥମ ଟ୍ରଫି

ଭୁବନେଶ୍ୱର : ଭୋପାଳରେ ଆୟୋଜିତ ଦ୍ୱାଦଶତମ ଜାତୀୟ ମହିଳା ହକି ପ୍ରତିଯୋଗିତାରେ ଓଡ଼ିଶା ବିଜୟ ହାସଲ କରିଛି । ମଙ୍ଗଳବାର ଫାଇନାଲରେ ଓଡ଼ିଶା ୨-୦ ଗୋଲରେ କର୍ଣ୍ଣାଟକକୁ ପରାସ୍ତ କରିଥିଲା । ଫାଇନାଲର ପ୍ରଥମ ଦୁଇ କ୍ୱାର୍ଟର ଗୋଲ ଶୂନ୍ୟରେ ଶେଷ ହୋଇଥିଲା। ତୃତୀୟ କ୍ୱାର୍ଟରରେ ପୁନମ ବାର୍ଲାଙ୍କ…

ହକି : ବୀରେନ୍ଦ୍ର ଭାରତ ପୁରୁଷ ଟିମର ଅଧିନାୟକ

ଭୁବନେଶ୍ୱର : ବୀରେନ୍ଦ୍ର ଲାକ୍ରା ହେଲେ ଭାରତ ପୁରୁଷ ହକି ଟିମର ଅଧିନାୟକ । ଏସିଆ କପ୍‌ ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର ନେତୃତ୍ୱ ନେବେ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା । ଆସନ୍ତା ୨୩ରୁ ଇଣ୍ଡୋନେସିଆରେ ଆୟୋଜିତ ହେବାକୁ ଥିବା ଏସିଆ କପ୍‌…

୩ ଓଡ଼ିଆ ସାମିଲ୍, ବୀରେନ୍ଦ୍ର ଉପଅଧିନାୟକ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆସନ୍ତା ୨୩ରୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ପୁରୁଷ ଏସିଆ କପ୍ ହକି ସକାଶେ ସୋମବାର ହକି ଇଣ୍ଡିଆ ପକ୍ଷରୁ ଏକ ୨୦ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳରେ ମୋଟ ୩ ଜଣ ଓଡ଼ିଆ ଖେଳାଳି ସାମିଲ୍…

ଆଜିଠାରୁ ହିରୋ ଇଣ୍ଡିଆନ୍ ୱିମେନ୍ସ ଲିଗ୍

ଭୁବନେଶ୍ୱର : ଶୁକ୍ରବାରଠାରୁ ଭୁବନେଶ୍ୱରର ୩ଟି ଗ୍ରାଉଣ୍ଡ୍ରେ ଆରମ୍ଭ ହେବାକୁ ଯାଉଛି ହିରୋ ଇଣ୍ଡିଆନ୍ ୱିମେନ୍ସ ଲିଗ୍ (ଏଚ୍ଆଇଡବ୍ଲ୍ୟୁଏଲ୍) । ଆସନ୍ତା ମେ' ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାର ଓଡ଼ିଶା ପୁଲିସ୍ ଓ ସ୍ପୋର୍ଟ୍ସ ଓଡ଼ିଶା ସମେତ ସମୁଦାୟ ୧୨ଟି ଦଳ…

ଏଫ୍ଆଇଏଚ୍ ବିଶ୍ୱକପ୍ ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର : ଆସନ୍ତା ବର୍ଷ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲାରେ ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ଅନୁଷ୍ଠିତ ହେବ । ହକି ଇଣ୍ଡିଆ ସହଯୋଗରେ ଓଡ଼ିଶା ସରକାର କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ର ଆୟୋଜନ କରିବେ । ଏହି ବିଶ୍ୱକପ୍ ପାଇଁ ଇତିମଧ୍ୟରେ…

ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ : ନ୍ୟୁଜିଲାଣ୍ଡ୍ ଓ ସ୍ପେନ୍ ବିପକ୍ଷରୁ ଭାରତର ଅଭିଯାନ

ଭୁବନେଶ୍ୱର : ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ ୨୦୨୨-୨୩ରେ ପ୍ରତିଯୋଗିତାର ଚତୁର୍ଥ ସଂସ୍କରଣ ଖେଳାଯିବାକୁ ଥିବା ବେଳେ ଗୁରୁବାର ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଏହି କାର୍ଯ୍ୟସୂଚୀ ଅନୁସାରେ, ଭାରତ ନ୍ୟୁଜିଲାଣ୍ଡ୍ ଓ ସ୍ପେନ୍ ବିପକ୍ଷରୁ ତା'ର…

ପୁଣି ବାଜିବ ଜୁନିୟର ହକି ବିଶ୍ବକପ୍ ବିଗୁଲ, ଭୁବନେଶ୍ୱରରେ ପହଞ୍ଚିଲା ଭାରତୀୟ ହକି ଟିମ୍

ପୁଣି ହକି ହବ୍ ଓଡ଼ିଶାରେ ହେବ ହକି ମହାକୁମ୍ଭ। ନଭେମ୍ବର ୨୪ ତାରିଖରେ ରାଜଧାନୀ ଭୁବନେଶ୍ବରରେ ବାଜିବ ଜୁନିୟର ହକି ବିଶ୍ବକପ୍ ବିଗୁଲ। କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଜୁନିଅର ହକି ବିଶ୍ୱକପ। ଏଥିପାଇଁ ଭାରତୀୟ ହକି ଟିମ୍ ଭୁବନେଶ୍ୱରରେ ପହଞ୍ଚିସାରିଛି ଓ ନିଜର ପ୍ରାକ୍ଟିସ ମଧ୍ଯ ଆରମ୍ଭ…