ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ମାଲ୍ୟାର୍ପଣ ସହ ଶିବମନ୍ଦିରରେ ଭଗବାନଙ୍କ ଆଶୀର୍ବାଦ ନେଲେ ମହାମହିମ ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ । ଶୁକ୍ରବାର ମହାମହିମ ପ୍ରଥମେ ରାଇରଙ୍ଗପୁର ମହୁଲଡିହା ଗାଁରେ ଥିବା ଶିବମନ୍ଦିର ଯାଇ ଭଗବାନଙ୍କ ଆଶୀର୍ବାଦ ନେଇଛନ୍ତି । ଏହା ପରେ ରଘୁନାଥ ମନ୍ଦିର ପରିଦର୍ଶନ କରିଥିଲେ ମହାମହିମ । ଏହାପରେ ଦାଣ୍ଡବୋଷ ଯାଇ…