Browsing Tag

Hirakud Dam in Odisha to release season’s first floodwater

ଖୋଲିଲା ହୀରକୁଦ ଗେଟ, ଆରମ୍ଭ ହୋଇଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ପ୍ରକ୍ରିୟା

ଆଜି ହୀରକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ଆରମ୍ଭ ହୋଇଛି। ୫ ଟି ସୁଇସ୍‌ ଗେଟ୍ ଦେଇ ଏ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଉଛି। ପ୍ରଥମେ ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟ ଦେଇ ନିଷ୍କାସନ ଆରମ୍ଭ ହୋଇଥିଲା। ଏହାପରେ ଜଳ ଭଣ୍ଡା ର ଲେଫ୍ଟ ସ୍ପିଲୱେରୁ ୩ ଟି ଏବଂ…