ନିଜ ପାଉଁଜି ଅନ୍ୟକୁ ଦିଅନ୍ତୁ ନାହିଁ, ଭୋଗିବେ ଏମିତି କଷ୍ଟ
ହିନ୍ଦୁ ବିବାହିତ ମହିଳାଙ୍କ ପାଇଁ ଶଙ୍ଖା ସିନ୍ଦୁର ପରୀ ପାଉଁଜି ଏକ ଗୁରୁତ୍ୱପୁର୍ଣ୍ଣ ଅଳଙ୍କାର ହୋଇଥାଏ। ପାଉଁଜି କେବଳ ମହିଳାଙ୍କ ଗୋଡ଼କୁ ସୁନ୍ଦର କରିଥାଏ ତାହା ନୁହେଁ ପରିବାର ମଙ୍ଗଳ ଅମଙ୍ଗଳ ପାଇଁ ଅନେକ ସମୟରେ ଦାୟି ରହିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଏ। ସାଧାରଣତଃ ଗୋଡ଼ରେ ରୂପାର…