ଭୁବନେଶ୍ୱର ରେ ରେକର୍ଡ଼ ହେଲା ଚଳିତବର୍ଷ ର ସର୍ବୋଚ୍ଚ ତାପମାତ୍ରା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଭୁବନେଶ୍ୱର ରେ ହୋଇଛି ନିଆଁ ବର୍ଷା । ଖରା ତାତିରେ ପୋଡ଼ି ଯାଉଛି ଦେହମୁଣ୍ଡ । ତାସହିତ ଅସମ୍ଭାଳ ଗୁଳୁଗୁଳି । ଅତିଷ୍ଠ ହେଲେଣି ରାଜଧାନୀବାସୀ । ଗତକାଲି ତାପମାତ୍ରା ୪୧.୭ ଡିଗ୍ରୀ ଥିବାବେଳେ ଆଜି ତାହା ୪୩.୩ ଡିଗ୍ରୀରେ ପହଞ୍ଚିଛି । ଏହା ହେଉଛି ଚଳିତବର୍ଷର…