Browsing Tag

high court of odisha

୬ମାସ ମଧ୍ୟରେ ବେଆଇନ ଖଣି କାରବାର ଶୁଣାଣି କରିବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଓଡ଼ିଶାରେ ପରିବେଶ ମଞ୍ଜୁରୀ ନ ଥାଇ ଖଣି ଖନନ କରୁଛନ୍ତି ଖଣି ଲିଜଧାରୀ । ସ୍ଥିତିବସ୍ଥା ଆଳ ଦେଖାଇ କେତକ କମ୍ପାନୀ ବେଆଇନ ଖଣି ଖନନ କରୁଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏସବୁ ଖଣି ପାଇଁ ପରିବେଶ ମଞ୍ଜୁରୀ ନଥିବାବେଳେ କେନ୍ଦ୍ର…

ସୋସିଆଲ ମିଡିଆରେ ମନ୍ତବ୍ୟ ନ ଦେବାକୁ ଭଭୟଙ୍କୁ ତାଗିଦ କଲେ ହାଇକୋର୍ଟ

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ହାଇକୋର୍ଟରେ ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା। ସୋସିଆଲ ମିଡିଆରେ ମନ୍ତବ୍ୟ ନ ଦେବାକୁ ଉଭୟଙ୍କୁ ତାଗିଦ କରିଛନ୍ତି ହାଇକୋର୍ଟ । କେହି କାହା ବିରୋଧରେ ମନ୍ତବ୍ୟ ନ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଉ କୌଣସି ଭିଡିଓ ପୋଷ୍ଟ ନ କରିବାକୁ…

ଆଜି ହାଇକୋର୍ଟରେ ପୁରୀ ବଗଲା ଧର୍ମଶାଳା ଜମି ବିବାଦ ମାମଲାର ଶୁଣାଣି

ଭୁବନେଶ୍ୱର: ଆଜି ହାଇକୋର୍ଟରେ ପୁରୀ ବଗଲା ଧର୍ମଶାଳା ଜମି ବିବାଦ ମାମଲାର ଶୁଣାଣି ହେବ। ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ ମୂରଲୀଧର ଓ ଜଷ୍ଟିସ ଆର କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସମ୍ବିତ ପାତ୍ର ଓ ଜଗନ୍ନାଥ…

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲା ରୁଜୁ

ଭୁବନେଶ୍ୱର : ମଡେଲ୍ ସୌମ୍ୟରଞ୍ଜନ ମହାପାତ୍ର ଆତ୍ମହତ୍ୟା ଘଟଣା ନୂଆ ମୋଡ଼ ନେଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସୌମ୍ୟଙ୍କ ବାନ୍ଧବୀ ସୋନାଲି ନନ୍ଦ ଓ ତାଙ୍କ ମା’ଙ୍କ ବିରୋଧରେ ଇନ୍ଫୋସିଟି ଥାନା ପୁଲିସ ଆଇପିସି ଧାରା ୩୦୬ ଏବଂ ୩୪ରେ ମାମଲା ରୁଜୁ କରିଛି । ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା…

ତପସ୍ୱିନୀ-ସୁମିତ ବିବାଦ: ପତୀପତ୍ନୀ ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର

କଟକ : ବ୍ରହ୍ମପୁର ବହୁଚର୍ଚ୍ଚିତ ଦମ୍ପତି ତପସ୍ୱନୀ ସୁମିତ ପାରିବାରିକ ବିବାଦ ମାମଲା । ଉଭୟ ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଛନ୍ତି । ଆଜି ମଧ୍ୟସ୍ଥତା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ପୂର୍ବରୁ ସୁମିତ ରହୁଥିବା ଭଡା ଘରେ ଏକ ଭିଡିଓ ପ୍ରସ୍ତୁତ କରିବା ପାଇଁ ମଧ୍ୟ ଉଭୟଙ୍କୁ…

ପୌର ନିର୍ବାଚନ : ହାଇକୋର୍ଟ ୨୪ରେ ଛୁଟି

କଟକ : ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ପାଇଁ ହାଇକୋର୍ଟ ଛୁଟି ରହିବ । ଏହି କାରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ନିର୍ବାଚନ କମିସନ । ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଏ ନେଇ ରାଜ୍ୟ ନିର୍ବାଚନ କମିସନ ମାର୍ଚ୍ଚ ୬, ୨୦୨୨ ଜାରି…