Browsing Tag

high court

ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ହାଇକୋର୍ଟଙ୍କ ୫ ହଜାର ଟଙ୍କାର ଜରିମାନା

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ହାଇକୋର୍ଟଙ୍କ ୫ ହଜାର ଟଙ୍କାର ଜରିମାନା । ହାଇକୋର୍ଟରେ ଦାଖଲ କରିଥିବା ପିଟସନ ଖାରଜ ହୋଇଛି । ଏହାସହିତ ୫ ହଜାର ଟଙ୍କାର ଜରିମାନା ଲାଗିଛି । ତେବେ ଦେବାଶିଷ ସାମନ୍ତରାୟଙ୍କ ଆବେଦନକୁ ଖାରଜ କରିବା ପାଇଁ ମୋକିମ…

ସଂଜୟ କୁମାର ମିଶ୍ର ହାଇକୋର୍ଟର ନୂଆ ବିଚାରପତି

ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ସଂଜୟ କୁମାର ମିଶ୍ର ହେଲେ ଓଡିଶା ହାଇକୋର୍ଟର ନୂଆ ବିଚାରପତି। ଜଷ୍ଟିସ ସଂଜୟ କୁମାର ମିଶ୍ରଙ୍କ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ବିଚାରପତି ପାଇଁ ସଞ୍ଜୟ କୁମାର ମିଶ୍ରଙ୍କ ନାଁ ସୁପାରିସ କରିଥିଲେ…

ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସ୍ତାବକୁ ହାଇକୋର୍ଟ ବାର ଆସୋସିଏସନର ବିରୋଧ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସ୍ତାବକୁ ବିରୋଧ । ବେଞ୍ଚ ଗଠନ ନେଇ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ କୀରଣରିଜିଜୁ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନ କରିବାକୁ ହାଇକୋର୍ଟ ବାର…

ଦୀର୍ଘବର୍ଷ ସମ୍ପର୍କରେ ରହିବା ପରେ ବି ବିବାହ ଲାଗି ମନା କରିବା ‘ଧୋକା ନୁହେଁ ’ : ବମ୍ବେ ହାଇକୋର୍ଟ

ଦୀର୍ଘ ୨୫ ବର୍ଷ ପରେ ପାଲଘରର ଜନୈକ ଯୁବକଙ୍କୁ ବମ୍ବେ ହାଇକୋର୍ଟ ଧୋକାବାଜୀ ମାମଲାରୁ ନିର୍ଦ୍ଦୋଷରେ ମୁକ୍ତ କରିଦେଇଛନ୍ତି। ଯୁବକଙ୍କ ବିରୋଧରେ ଜନୈକ ମହିଳା ବିବାହର ପ୍ରଲୋଭନରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କୁ ବିବାହ ଲାଗି ରାଜି ହେଉନଥିବାର ଅଭିଯୋଗ…

ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ହେଲେ ଆଦିତ୍ୟ କୁମାର ମହାପାତ୍ର

ଓଡିଶା ହାଇକୋର୍ଟରେ ନିଯୁକ୍ତ ହେଲେ ଆଉ ଜଣେ ନୂଆ ବିଚାରପତି। ଆଦିତ୍ୟ କୁମାର ମହାପାତ୍ର ହେଲେ ହାଇକୋର୍ଟ ବିଚାରପତି। କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ ଏ ନେଇ  ବିଜ୍ଞପ୍ତି ପ୍ରକାଶିତ ହୋଇଛି।…

ହାଇକୋର୍ଟର ଦ୍ୱାରସ୍ଥ ହେଲେ ଗୋଲକ ଏବଂ ଭୃଗୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ଓଡ଼ିଶା ପୋଲିସ ଦୁଇ ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ କରିଥିଲା । ତେଣୁ ଏହି ଦୁଇ ବିଜେପି ନେତା ନିଜର ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି…

ଶେଷରେ ଓକିଲ ଓ ପୋଲିସ ଙ୍କ ମହାଭାରତ ଯୁଦ୍ଧର ଅନ୍ତ ଘଟିଲା, ଆସନ୍ତା କାଲିରୁ କାର୍ଯ୍ୟରେ ଯୋଗଦେବେ ଓକିଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଅଢେଇ ମାସ ଧରି ଚାଲିଥିବା ଓକିଲ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । କାଲିଠାରୁ ସ୍ୱାଭାବିକ ଭାବରେ ନିଜ କାର୍ଯ୍ୟ ରେ ଯୋଗଦେବେ ଆଇନଜୀବୀ । ଏହି ବିବାଦ ପାଇଁ ଦାଇଥିବା ୨ଜଣ କନଷ୍ଟେବଲ ଓ ଜଣେ ହାବିଲଦାର ଆଜି ହାଇକୋର୍ଟରେ ନିଃସର୍ତ୍ତ କ୍ଷମା ମାଗିବା ପରେ ଦୀର୍ଘ ଅଢେଇ…

ବିଜେଡି ଓକିଲଙ୍କୁ ବାର ଆସୋସିଏସନ କଲା ନିଲମ୍ବନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକ ଙ୍କୁ ପୋଲିସ ମାଡ଼ ମାରିବା ପ୍ରତିବାଦରେ ଚାଲିଥିବା ସାରା ରାଜ୍ୟର ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଭଣ୍ଡୁର କରିବା ସହିତ ଭିନ୍ନ ମୋଡ ଦେବାପାଇଁ ଚେଷ୍ଟା କରିଥିବା ବିଜେଡି ଲିଗାଲସେଲ ର ୩ଜଣ ବରିଷ୍ଠ ଓକିଲ ଙ୍କୁ ହାଇକୋର୍ଟ ବାର…

ଅଭିଯୁକ୍ତ ଓକିଲଙ୍କୁ ୪୮ ଘଣ୍ଟା ମଧ୍ୟରେ ଗିରଫ କର, ହାବିଲଦାର୍ ମହାସଙ୍ଘର ଚେତାବନୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ ୨୯ ତାରିଖରେ ହାଇକୋର୍ଟରେ ହୋଇଥିବା ପୋଲିସ-ଓକିଲ ମୁହାଁମୁହିଁ ଘଟଣାକୁ ନେଇ ଶକ୍ତ ଆଭିମୁଖ୍ୟ ଗ୍ରହଣ କରିଛି ଓଡିଶା ହାବିଲଦାର୍, କନଷ୍ଟେବଳ ଓ ସିପାହୀ ମହାସଙ୍ଘ । ଗତକାଲି ଭୁବନେଶ୍ୱର ସପ୍ତମ ବାଟାଲିଅନ ପରିସରରେ ହୋଇଥିବା ଏକ ସାମ୍ବାଦିକ ସମ୍ବିଳନୀରେ ସଂଘ…

ଦୁଇ ଭାଗ ହେଲା ହାଇକୋର୍ଟ ବାର ଆସୋସିଏସନ, ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨ମାସ ହାଇକୋର୍ଟ ବାର ଆସୋସିଏସନର ଆନ୍ଦୋଳନ ପରେ ବିଜେଡି ଲିଗାଲ ସେଲ୍ କାଲି ଆନ୍ଦୋଳନରୁ ଓହରିବା ପାଇଁ ନିଷ୍ପତ୍ତି ନେଇଥିଲା । ଯାହା ଫଳରେ ହାଇକୋର୍ଟ ବାର ଆସୋସିଏସନ ଦୁଇ ଭାଗ ହୋଇଯାଇଛି । ଆଜି ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ଆଇନଜୀବୀ ମାନେ କାର୍ଯ୍ୟରେ ଯୋଗଦେବାକୁ…