ଆପଣଙ୍କ ପିଲା ବ୍ରଶ କରିବାବେଳେ ଏହିସବୁ ପ୍ରତି ଧ୍ୟାନ ଦିଅନ୍ତୁ, ତେବେ ଏହାକୁ ନେଇ କ’ଣ କହନ୍ତି ବିଶେଷଜ୍ଞ…
ପାଟିର ସ୍ବଚ୍ଛତାକୁ ଅଧିକ ଗମ୍ଭୀରତାର ସହ ନେବା ଆବଶ୍ୟକ। ବିଶେଷକରି ପିଲାମାନଙ୍କ ପାଟିର ଯତ୍ନସଠିକ୍ ଉପାୟରେ ନେବା ନିତ୍ୟାନ୍ତ ଜରୁରୀ। ଏଥିପାଇଁ ପିଲାମାନେ ବ୍ୟବହାର କରୁଥିବା ଟୁଥ୍ବ୍ରଶ ପ୍ରତି ଧ୍ୟାନ ଦେବା ଉଚିତ। ସାଧାରଣତଃ ଭାରତୀୟମାନେ ନିଜ ପିଲାଙ୍କ ପାଇଁ ସମାନ ପ୍ରକାରର ଟୁଥ୍ ବ୍ରଶ…