୭ଟି ଜିଲ୍ଲା ରେ ରେଡ ଆଲର୍ଟ,ଦୁଇଦିନ ଲଗାଣ ବର୍ଷା
ଓଡ଼ିଶା ଫାଷ୍ଟ (ବ୍ୟୁରୋ) ବଙ୍ଗୋପସାଗରେ ସୁଷ୍ଟି ହୋଇଥିବା ଲଘୁଚାପ ଆଜି ସନ୍ଧ୍ୟା ସୁଦ୍ଧା ଘନୀଭୂତ ହେବ । ଏହା ଆସନ୍ତା ୧୨ ଘଂଟା ମଧ୍ୟରେ ଅବପାତର ରୂପ ନେବ ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡିଶାର ଉପକୂଳ ଅଂଚଳରେ ପ୍ରବେଶ କରିବ । ଆଜି ବିଳମ୍ବିତ ରାତି ଓ ଆସନ୍ତାକାଲି ସକାଳ ସୁଧା…