Browsing Tag

heat wave

ଜଳୁଛି ସହରଠୁ ଗାଁ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷୁଛି। ପ୍ରାୟ ସହରରେ ପାରଦ ଉପରମୁହଁ। ୪୨ ଓ ୪୩ ଡିଗ୍ରୀରୁ ତାପମାତ୍ରା ତଳକୁ ଖସୁନାହିଁ। ସୁବର୍ଣ୍ଣପୁର, ବୌଦ୍ଧ ଓ ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ୪୪ଡିଗ୍ରୀ ଅତିକ୍ରମ କରୁଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର…

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ; ୪୦ ଡିଗ୍ରୀ ଉପରେ ପାରା

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟକୁ ଆହୁରି ତିନି ଦିନ ତ୍ରାହି ନାହିଁ । ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଗତକିଛି ଦିନ ଧରି ବିଭିନ୍ନ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । କିଛି କିଛି ସ୍ଥାନରେ ୪୪ ଡିଗ୍ରୀ ମଧ୍ୟ ଟପିଗଲାଣି । ବାହାରକୁ ବାହାରିବା…

ରାଜ୍ୟରେ ନିଆଁ ବର୍ଷା : ଅନୁଗୁଳ ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ସାରା ରାଜ୍ୟରେ ନିଆଁ ବର୍ଷା। ଚଳିତ ବର୍ଷ ପ୍ରଥମ ଥର ପାଇଁ ଟ୍ଵିନ୍ ସିଟିର ଦିନ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି । ଭୁବନେଶ୍ୱର ତାପମାତ୍ରା ୪୦.୨ ଡିଗ୍ରୀ ଥିବା ବେଳେ କଟକରେ ରହିଥିଲା ୪୦.୫ ଡିଗ୍ରୀ । ରାଜ୍ୟରେ ସବୁଠାରୁ ଉତ୍ତପ୍ତ ସହର ହୋଇଛି…

ବଢ଼ୁଛି ଖରା: କେନ୍ଦୁଝର ସବୁଠୁ ଉତ୍ତତ୍ପ ସହର

ଭୁବନେଶ୍ବର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ତାତି ବଢ଼ୁଛି। ଖରା ଏତେ ମାତ୍ରାରେ ହେଉଛି ଯେ, ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ତେବେ ଆଜି ଦିନ ୧୧.୩୦ ସୁଦ୍ଧା ରେକର୍ଡ ହୋଇଥିବା ଦିନ ତାପମାତ୍ରା ଜାଣି…

କାଳବୈଶାଖୀ, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଓଡିଶା : ଆଗମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ କାଳବୈଶାଖି ହେବାର ପୁର୍ବାନୁମାନ କରିଛି ଆଞ୍ଚଳିକ…

ରାଜ୍ୟରେ ସୂର୍ଯ୍ୟଙ୍କ କୋପ : ୪୪.୨ ଛୁଇଁଲା ପାରା

ଭୁବନେଶ୍ବର : ରାଜ୍ୟରେ ବଢିଛି ଗ୍ରୀଷ୍ମପ୍ରବାହ। ସୂର୍ଯ୍ୟଙ୍କ ଚଳନ ପରିବର୍ତ୍ତନ ଯୋଗୁଁ ପ୍ରଚଣ୍ଡ ରୌଦ୍ରତାପ ସିଝାଉଛି। ଏହିକ୍ରମରେ ଗୁରୁବାର ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ପଶ୍ଚିମ ଓଡ଼ିଶାର ନଦୀକୂଳ ସହର ସୁବର୍ଣ୍ଣପୁର। ଏଠାରେ ସର୍ବାଧିକ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ ହୋଇଛି।…

୪୪ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର : ୪୪ ଡିଗ୍ରୀ ତାପମାତ୍ରା ସହ ଦେଶର ଉତ୍ତପ୍ତ ସହର ହୋଇଛି ଝାରସୁଗୁଡା । ସେହିପରି ୪୩.୯ ଡ଼ିଗ୍ରୀ ସହ ସୋନପୁର ଦ୍ବିତୀୟ ସ୍ଥାନରେ ରହିଛି । ସେପଟେ ଆଗାମୀ ୨୪ ଘଣ୍ଟାରେ ଉପକୂଳ ତଥା କିଛି ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ରହିଛି । ଏହି ସମୟରେ ବିଜୁଳି ଘଡଘଡି ସହ…

ରାଜ୍ୟରେ ୧୩ ରୁ ବଢିବ ତାତି!

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୧୩ ତାରିଖରୁ ତାତି ବଢ଼ିବ । ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ୧୩ରୁ ୧୭ ଯାଏ ୨ଡିଗ୍ରୀ ତାପମାତ୍ରା ବଢ଼ିବ । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି । ସେପଟେ ୧୦ରୁ ୧୪ ତାରିଖ ଯାଏ ଉପକୂଳରେ କାଳବୈଶାଖୀ ହେବାର…

୪୨ ଡିଗ୍ରୀ ଟପିଲା ତାପମାତ୍ରା, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର : ରାଜ୍ୟରେ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଛି। ଫଳରେ ପାରଦ ୪୨ ଡିଗ୍ରୀ ଟପିଯାଇଛି। ଆଗକୁ ତାପମାତ୍ରା ଆହୁରି ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି। ବୁଧବାର ୮ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଟିଟିଲାଗଡ଼ରେ ସର୍ବାଧିକ ୪୨.୭ ଡିଗ୍ରୀ ସହ…