ଆଗାମୀ ୩ ଦିନ ଯାଏଁ ବୃଦ୍ଧି ପାଇବ ତାପମାତ୍ରା
ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ ଆଗାମୀ ୩ଦିନ ଯାଏ 3ରୁ 4ଡିଗ୍ରୀ ଯାଏ ବୃଦ୍ଧି ପାଇବ ତାପମାତ୍ରା। ବିଶେଷକରି ପଶ୍ଚିମ ଓଡିଶାର 10ଟି ସହରରେ ପାରଦ 40ଡିଗ୍ରୀ ଟପିଥିବା ବେଳେ ବୌଦ୍ଧରେ ସର୍ବାଧିକ ତାପମାତ୍ରା 43ଡିଗ୍ରୀ ରେର୍କଡ କରାଯାଇଛି।
ସେହିପରି ସୁବର୍ଣ୍ଣପୁରରେ 42.8,…