ଜ୍ଞାନବ୍ୟାପୀ ମସଜିଦ-ଶୃଙ୍ଗାରଗୌରୀ ମନ୍ଦିର ବିବାଦ ମାମଲା; ହିନ୍ଦୁ ପକ୍ଷରେ ଆସିଲା ରାୟ
ବାରାଣାସୀର ଜ୍ଞାନବ୍ୟାପୀ ମସଜିଦ-ଶୃଙ୍ଗାରଗୌରୀ ମନ୍ଦିର ବିବାଦ ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ ପାଇଛି । ହିନ୍ଦୁ ପକ୍ଷ କରିଥିବା ଆବେଦନକୁ ବିଚାରଯୋଗ୍ୟ ଭାବେ ଗ୍ରହଣ କରିଛନ୍ତି ଉତ୍ତର ପ୍ରଦେଶର ବାରାଣାସୀ ଜିଲ୍ଲା କୋର୍ଟ । ମସଜିଦ ପରିସରରେ ଥିବା ଶୃଙ୍ଗାରଗୌରୀ ମନ୍ଦିରରେ ଦୈନିକ…