ମୋମୋ ଖାଉଥିଲେ ସାବଧାନ : ଆପଣଙ୍କ ହାଡ ସବୁ ହୋଇଯାଇପାରେ ଦୁର୍ବଳ
ଆଜିକାଲି ସମସ୍ତେ ପ୍ରାୟ ଷ୍ଟ୍ରିଟ୍ ଫୁଡ୍ ଖାଇବାକୁ ପସନ୍ଦ କରୁଛନ୍ତି । ଷ୍ଟ୍ରିଟ୍ ଫୁଡ୍ରେ ଲୋକମାନେ ବେଶୀ ଗୁପ୍ଚୁପ୍, ମୋମୋ ଆଦି ଖାଇବାକୁ ବେଶୀ ପସନ୍ତ କରିଥାନ୍ତି । ଗୁପ୍ଚୁପ୍ ବା ମୋମୋ ନାଁ ଶୁଣିଲେ କାହାର କାହାର ପାଟିରେ ନିଶ୍ଚୟ ପାଣି ଆସିଯାଉଥିବ । ହେଲେ ଆପଣ ଜାଣନ୍ତି କି…