ଚା’ରେ ଚିନି ବଦଳରେ ବ୍ୟବହାର କରନ୍ତୁ ଏହି ଜିନିଷ
ଲୋକେ ନିଜ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟ ଆପଣାଇ ଥାଆନ୍ତି। କରୋନା ମହାମାରୀ କାୟା ବିସ୍ତାର କରିବା ପରେ ନିଜ ସ୍ୱାସ୍ଥ୍ୟ ପାଇଁ ସଭିଏଁ ଯତ୍ନବାନ ମଧ୍ୟ ହୋଇଛନ୍ତି। ତେଣୁ ଏଭଳି ସମୟରେ ନିୟମିତ ଚିନିର ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ। ଅଧିକାଂଶ ଲୋକେ ମିଠା ଚା’…