ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ ଏହି ସବୁ ଖାଦ୍ୟ
କରୋନା ବର୍ତ୍ତମାନ ସଭିଁଙ୍କ ଚିନ୍ତାର କାରଣ ପାଲଟିଛି। ତେଣୁ କରୋନାର ସମସ୍ତ ନିୟମ ପାଳନ ସହ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ବିିଭିନ୍ନ ପ୍ରକାର ଖାଦ୍ୟର ସେବନ କରିବା ଉଚିତ। ଏହାସହ ଅଧିକାଂଶ ଲୋକେ ସ୍ୱାସ୍ଥ୍ୟକର ସହ ସ୍ୱାଦିଷ୍ଟ ଖାଦ୍ୟ ମଧ୍ୟ ପସନ୍ଦ କରିଥାଆନ୍ତି। ଜାଣନ୍ତୁ ଏଭଳି…