ଶରୀର ପାଇଁ କିସମିସ ହିତକର
ପିଲାମାନଙ୍କ ମଧ୍ୟରେ ଥାଏ ଏକ କୌତୁହର ଅଭ୍ୟାସ ସେମାନେ ଖୀରି ହେଉ କି ପଲାଉ ସେଥିରୁ କାଜୁ କିସମିସ ବାଛି ଖାଇବାକୁ ବେଶ ପସନ୍ଦ କରନ୍ତି । ଏହା ପ୍ରାୟ ସମସ୍ତଙ୍କର ପସନ୍ଦ ହୋଇଥାଏ । କିସମିସକୁ ବତୁରାଇ ସକାଳୁ ମଧ୍ୟ ଖାଇଲେ ଉପଶମ ମିଳିଥାଏ । ଯଦି ଆପଣ ନିରୋଗ ରହିବାକୁ ଚାହୁଁଛନ୍ତି ତାହେଲେ ଆପଣ…