Browsing Tag

Health

ଆସନ୍ତାକାଲି ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତାକାଲି ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଉଦଘାଟନ । ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣ ୫ଟାରେ ମୁଖ୍ୟମନ୍ତ୍ରୀ ପୁରୀରେ ପହଞ୍ଚି ଏହି ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ…

ନୂଆପଡ଼ା ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ ଆରମ୍ଭ

ନୂଆପଡ଼ା: ନୂଆପଡ଼ାରେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା ଆରମ୍ଭ ହୋଇଛି। ଶୁକ୍ରବାର ୭ ଜଣ ସୁପର ସ୍ପେସାଲିଷ୍ଟ ଡାକ୍ତର ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିଛନ୍ତି। ଡାକ୍ତର ଟିମରେ କାର୍ଡିଓଲୋଜି ବିଭାଗର ଡାକ୍ତର ଡାକ୍ତର ଦୀପକ ରଞ୍ଜନ ଦାସ,…

ତ୍ୱଚା ପାଇଁ ସପ୍ତାହକୁ ଥରେ ବ୍ୟବହାର କରନ୍ତୁ ଚନ୍ଦନ ଓ ତୁଳସୀ

ପାଖୋଇ ଆସୁଛି ଖରାଦିନ। ମାତ୍ର ଏବେ ଠାରୁ ଖରାର ପ୍ରଭାବ ଅନୁଭବ ହେଲାଣି। ତ୍ୱଚା ପାଇଁ ଏପରି କିଛି ବିଶେଷ ଉପାୟ ଆପଣାନ୍ତୁ। ଯାହା ଖରାର ପ୍ରଭାବରୁ ତ୍ୱଚାକୁ ରକ୍ଷା କରିଥାଏ… ଖରାଦିନରେ ବାହାରକୁ ଯିବା ପୂର୍ବରୁ ନିଜ ମୁହଁ, ହାତ, ବେକରେ ସନକ୍ରିମ କିମ୍ବା ସନ ଲୋଶନ ଲଗାନ୍ତୁ। ମୁହଁରେ…

ଅଧିକ ମାତ୍ରାରେ କଦଳୀ ଖାଉଥିଲେ ସାବଧାନ !

କଦଳୀ ଏପରି ଏକ ଫଳ, ଯାହା ଖାଇବାରେ ସ୍ୱାଦିଷ୍ଟ ହେବା ସହ ମିଠା ଲାଗିଥାଏ। ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ କଦଳୀକୁ ବହୁତ ପସନ୍ଦ କରନ୍ତି। ପ୍ରତିଦିନ କଦଳୀ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। କିନ୍ତୁ ଆପଣ ଜାଣନ୍ତି କି, ଅଧିକ ମାତ୍ରାରେ କଦଳୀ ଖାଇବା…

ସକାଳେ ତମ୍ବା ପାତ୍ରରେ ପାଣି ପିଇବାର ଲାଭ

ଆୟୁର୍ବେଦ ଅନୁସାରେ ତମ୍ବା ପାତ୍ରରେ ପାଣି ପିଇଲେ ପିତ,କଫ ଓ ବାତ ଦୂର ହୋଇଥାଏ । ତେଣୁ ନିୟମିତ ଭାବରେ ଯଦି ଆପଣ ଏଥିରେ ପାଣି ରଖି ପିଇବେ ତେବେ ଏହା ଶରୀରରେ ପିତ ଓ କଫ ଦୋଷ କୁ ସନ୍ତୁଳିତ ରଖିବ । ତମ୍ବା ପାତ୍ର ରେ ପାଣି ରଖି ପିଇବା ଦ୍ଵାରା ଶରୀର କୁ ଆଇରନ ମିଳିଥାଏ ଓ ଶରୀର ପ୍ରତିରୋଧକ…

କେଶକୁ ମଜଭୁତ କରେ ସୋରିଷ ତେଲ

ସୋରିଷ ତେଲକୁ ସାଧାରଣତଃ ଖାଦ୍ୟ ତିଆରିରେ ବ୍ୟବହାର କରାଯାଏ। କିନ୍ତୁ ଏହାର ଆହୁରି ଅନେକ ଉପକାରୀ ଗୁଣ ରହିଛି। ଏହା ତ୍ୱଚା ଓ ଦାନ୍ତ ଚମକାଇବା ପାଇଁ ବ୍ୟବହାର କରାଯାଏ । ସୋରିଷ ତେଲ ପ୍ରାକୃତିକ ରୂପରେ ତ୍ୱଚା ଓ କେଶ ପାଇଁ ଖୁବ୍ ଉପକାରୀ। ଏହା ଦ୍ୱାରା ତ୍ୱଚାରୁ ଧୂଳି-ମଳି ସହଜରେ ଛାଡିଯାଏ ।…

କୋଲଡ଼୍ରିଙ୍କସ ଶରୀର ପାଇଁ ହିତକର ?

ସାବଧାନ ହୋଇଯାଆନ୍ତୁ ଯଦି ଆପଣ କୋଲଡ଼୍ରିଙ୍କସ ବା ଥଣ୍ଡା ପାନୀୟ ପିଉଛନ୍ତି । କାରଣ ଏହା ଆପଣଙ୍କର ହୃଦଘାତ,ହୃଦୟ ଜନିତ ରୋଗ ଓ ମୃତୁ୍ୟର କାରଣ ହୋଇପାରେ । ଚିନି ର ବିକଳ୍ପ ଭାବେ ଆର୍ଟିଫିସିଆଲ ମିଠାଯୁକ୍ତ ଖାଦ୍ୟ ନେଉଛନ୍ତି ଓ ସାଧାରଣ ପାନୀୟ ବଦଳରେ ଡ଼ାଏଟ ଡ଼୍ରିଙ୍କସ ବା ଥଣ୍ଡା ପାନୀୟ…

ଫଳ ରସରେ ଚମକିବ ତ୍ୱଚା

ମୁହଁର ସୌନ୍ଦର୍ଯ୍ୟ ପାଇଁ ଅନେକ ଖାଦ୍ୟର ସେବନ କରାଯାଇଥାଏ। ଏହାମଧ୍ୟରେ ଗୋଟିଏ ହେଉଛି ଫଳ। ଫଳର ରସ ମୁହଁର ସୁନ୍ଦରତାକୁ ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ। ଜାଣନ୍ତୁ ସେଭଳି ଫଳ ରସ ବିଷୟରେ…. ସେଓରସ- ସେଓରସ ସ୍ୱାସ୍ଥ୍ୟ ପାଇଁ ଯେପରି ଉପକାରୀ , ତ୍ୱଚା ପାଇଁ ମଧ୍ୟ ଲାଭଦାୟକ। ଏହାର…

ଓଜନ କମାଇବ ଗଜାମୁଗ

ଓଜନ କମାଇବା ପାଇଁ ଗଜାଯୁକ୍ତ ଖାଦ୍ୟ ବା ଗଜା ମୁଗ ବହୁତ ଲାଭଦାୟକ ହୋଇଥାଏ | ଗଜାଯୁକ୍ତ ଖାଦ୍ୟ ବା ଅଙ୍କୁରିତ ଶସ୍ୟରେ ମାତ୍ରାଧିକ ପ୍ରୋଟିନ ରହିଥାଏ | ଏହାକୁ ଖାଇବା ଦ୍ୱାରା ଆପଣଙ୍କୁ ବେଶୀ ସମୟ ଯାଏ ଭୋକ ଲାଗି ନଥାଏ | ଫଳରେ ଆପଣଙ୍କୁ ଆଉ କିଛି ଖାଇବାକୁ ପଡ଼ି଼ ନ ଥାଏ | ଯେଉଁଠି ପାଇଁ…

ପିରିୟଡ୍ସ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଟ୍ରାଏ କରନ୍ତୁ ଏହି ଚା’

ଏହି ସମୟରେ ଅଧିକାଂଶ ଝିଅ ଯନ୍ତ୍ରଣାର ଶିକାର ହୁଅନ୍ତି । କୌଣସି କାମରେ ମନ ନ ଲାଗିବା ସହ ଦୈନଦିନ ଜୀବନଶୈଳୀରେ ବହୁତ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ । ମାସିକ ଧର୍ମ ବା ପିରିୟଡ୍ସ ସମୟରେ ମହିଳାମାନଙ୍କୁ ଅସହ୍ୟ ଯନ୍ତ୍ରଣା ହୋଇଥାଏ। ଏହି ପୀଡା ସହିବା ବହୁତ କଷ୍ଟକର ହୋଇପଡେ। ତେଣୁ ଏହି…