Browsing Tag

Health tips

ସକାଳେ ଖାଲି ପେଟରେ ନିଶ୍ଚୟ ଖାଆନ୍ତୁ କଞ୍ଚା ଅଁଳା

ଓଡିଶା ଫାଷ୍ଟ : ଭିଟାମିନ୍ ସିରେ ଭରପୂର ଅଁଳା କେବଳ ଆଖି, କେଶ ଏବଂ ଚର୍ମ ପାଇଁ ଲାଭଦାୟକ ହୋଇ ନଥାଏ, ବରଂ ଏହାର ଅନ୍ୟାନ୍ୟ ଅନେକ ଲାଭକାରୀ ଗୁଣ ଅଛି । ଆୟୁର୍ବେଦରେ ଅଁଳାକୁ ପୋଷକ ତତ୍ତ୍ୱର ଗନ୍ତାଘର ବୋଲି କୁହାଯାଏ । ବର୍ଷ ବର୍ଷ ଧରି ଅଁଳାକୁ ଆଚାର,ଜୁସ୍ ଏବଂ ଚମନ୍‌ପ୍ରାସ ପରି ଅନେକ ରୂପରେ…

ଅଧିକ ମାତ୍ରାରେ ଡାଲି ଖାଆନ୍ତୁ ନାହିଁ; କିଡ୍‌ନୀ ଉପରେ ପଡ଼ିପାରେ ପ୍ରଭାବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହାଇ କ୍ୱାଲିଟି ପ୍ରୋଟିନ୍ ଏବଂ ଫାଇବରରେ ଭରପୂର ଡାଲି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଅଧିକାଂଶ ଘରେ ପ୍ରତ୍ୟେକ ଦିନ ଡାଲି ସେବନ କରାଯାଇଥାଏ। ଡାକ୍ତରଙ୍କ ଅନୁସାରେ, ଡାଲି ଭିଟାମିନ୍ସ, ମିନେରାଲ୍ସ ଏବଂ ଫାଇବରରେ ଭରପୂର ହୋଇଥାଏ। ଏହାକୁ ଖାଇବା ଦ୍ୱାରା ଶରୀରରେ…

ଚର୍ମରେ ଚମକ ଆଣିବା ସହିତ ଓଜନ କମାଇବାରେ ସାହାଯ୍ୟ କରେ କରମଙ୍ଗା

କରମଙ୍ଗା ଔଷଧୀୟ ଗୁଣରେ ଭରପୂର ଅଟେ । ଏହା ଭିଟାମିନ୍ ସି ର ସର୍ବୋତ୍ତମ ଉତ୍ସ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ଏହା ଫାଇବରରେ ଭରପୂର ଅଟେ ଯାହା ହଜମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।ଏହାକୁ ଖାଇବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ ଏବଂ କେଶ ମଧ୍ୟ ଶକ୍ତିଶାଳୀ ହୋଇଥାଏ । ତେବେ…

ସେବନ କରନ୍ତୁ ତେଜପତ୍ର, ଆଉ ଜାଣନ୍ତୁ ଫାଇଦା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତେଜପତ୍ର ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। ଏହାକୁ ସେବନ କଲେ ନା କେବଳ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଜଭୁତ ହୋଇଥାଏ, ବରଂ ଅନେକ ରୋଗ ମଧ୍ୟ ପଳାଇ ଯାଇଥାଏ। ଆଜି ଆମେ ଆପଣଙ୍କୁ କହିବୁ, ତେଜପତ୍ରକୁ ନିୟମିତ ଭାବେ ସେବନ କଲେ ଆମକୁ କେଉଁ…

ଲଙ୍କା ଖାଇଲେ କାହିଁକି ନାକ, ଆଖିରୁ ବାହାରେ ପାଣି ?

ଓଡ଼ିଶା ଫାଷ୍ଟ(ବ୍ୟୁରୋ): Homeଲାଇଫ୍ ଷ୍ଟାଇଲ୍ ଲଙ୍କା ଖାଇଲେ କାହିଁକି ନାକ, ଆଖିରୁ ବାହାରେ ପାଣି ? ଲାଇଫ୍ ଷ୍ଟାଇଲ୍ By WCW 8 On Feb 1, 2022 35 chilly Pc-Stocksy ଆପଣଙ୍କ ସହ ବି ଏମିତି ହେଉଥିବ ନିଶ୍ଚୟ । ମାନେ ଆଖି ନାକରୁ ଏକା ସଂଗେ ପାଣି ବାହାରିବା । ବହୁତ ରାଗ…

ପେଟ ସମ୍ବନ୍ଧୀୟ ଏହି ଗମ୍ଭୀର ରୋଗର ସଙ୍କେତ ଦିଏ ଫଟା ଗୋଇଠି

ଶୀତ ଋତୁରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ସେଥିମଧ୍ୟରୁ ଏକ ସମସ୍ୟା ହେଉଛି ଗୋଡ ଫାଟିବା । ଶୀତରେ ଗୋଡ ଗୋଇଠି ଟାଣ ହୋଇଯିବା ଯୋଗୁଁ ଫାଟିବା ଆରମ୍ଭ ହୋଇଥାଏ । ଏଥିପ୍ରତି ଧ୍ୟାନ ଦେବା ନିହାତି ଜରୁରୀ । କାରଣ ତେବେ ଏହା ପେଟ ସମ୍ବନ୍ଧୀୟ ରୋଗ ହେତୁ ମଧ୍ୟ ହୋଇପାରେ। ମୃତ ଚର୍ମକୁ…

ଶୀତ ଆରମ୍ଭ ହେଲେ ଶୁଷ୍କ ହୋଇଯାଏ ତ୍ୱଚା: କରନ୍ତୁ ଏହି ଉପାୟ, ଆସିବ ଗ୍ଲୋ

ଶୀତଦିନ ଆରମ୍ଭ ହେବା ସହ ସବୁଠାରୁ ବଡ ସମସ୍ୟା ହେଉଛି ଶୁଖିଲା ଚର୍ମ । ଏଥିପାଇଁ ଲୋକମାନେ ଅନେକ ପ୍ରକାରର କୋଲ୍ଡ କ୍ରିମ୍ ବ୍ୟବହାର କରନ୍ତି । ତଥାପି କିଛି ଲୋକଙ୍କ ଚର୍ମ ଏହି କାରଣରୁ ଶୁଖିଲା ଦେଖାଯାଏ। ଯଦି ଆପଣଙ୍କ ଚର୍ମ ଶୁଖିଲା ଓ ଶୀତଦିନେ ଆହୁରି ଶୁଖିଲା ହୋଇଯାଉଛି, ତାହେଲେ…

Vitamin C ଅଧିକ ସେବନ କଲେ କ’ଣ ଜଲ୍‌ଦି ଆସିଥାଏ ପିରିୟଡ୍‌ସ? ଜାଣନ୍ତୁ ପିରିୟଡ୍‌ସ ପ୍ରଭାବିତ ହେବାର କାରଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁସ୍ଥ ଶରୀର ପାଇଁ ଅନେକ ପ୍ରକାରର ପୋଷକ ତତ୍ତ୍ୱ ଆବଶ୍ୟକ ହୋଇଥାଏ, କିନ୍ତୁ ଭିଟାମିନ୍‌ ସିର ନିଜର ହିଁ ଖାସ୍‌ ମହତ୍ତ୍ୱ ରହିଛି। ଆମ ଶରୀରରେ ଭିଟାମିନ୍‌ ସିର ଭୂମିକା ଏକ ସଂରକ୍ଷକ ଭଳି କାମ କରିଥାଏ। ଏହି ପୋଷକ ତତ୍ତ୍ୱ ଫ୍ରି ରେଡିକଲ୍ସରୁ ଆମ କୋଶିକାଗୁଡ଼ିକୁ…

ଆଇବ୍ରୋ କରିବା ସମୟରେ ଯନ୍ତ୍ରଣା ହେଉଥିଲେ, ଆପଣାନ୍ତୁ ଏହି ଟିପ୍ସ

ସୁନ୍ଦର ଦେଖାଯିବା ଏବଂ ଅନାବଶ୍ୟକ କେଶକୁ ବାହାର କରିବା ପାଇଁ ମହିଳାମାନେ ଅନେକ ସମୟରେ ଅନେକ ଯନ୍ତ୍ରଣା ଭୋଗନ୍ତି | ଏକ ସୁନ୍ଦର ଏବଂ ପରଫେକ୍ଟ ଲୁକ୍ ପାଇଁ, ମହିଳାମାନେ ପାର୍ଲରକୁ ଯାଇ ଥ୍ରେଡିଂ କରନ୍ତି | ଆଇବ୍ରୋ କରିବା ସମୟରେ ଏହା ବହୁତ କଷ୍ଟ ଦେଇଥାଏ | ଏପରି ପରିସ୍ଥିତିରେ ମହିଳାମାନେ…

ମେଥି ରାତିରେ ଭିଜେଇବେ ସକାଳୁ ଖାଇବେ; ମିଳିବ ଏହି ସବୁ ସୁଫଳ

ଓଡ଼ିଶାଫାଷ୍ଟ (ବ୍ୟୁରୋ): ମେଥିରେ ଅନେକ ନ୍ୟୁଟ୍ରିଏଣ୍ଟସ ରହିଥାଏ। ଏହାକୁ ରାତିରେ ଭିଜାଇ ଚୋବାଇ ଚୋବାଇ ଖାଇବା ଦ୍ୱାରା ଏବଂ ଏହାର ପାଣି ପିଇବା ଦ୍ୱାରା ମଧ୍ୟ ବ୍ୟକ୍ତିର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇଥାଏ। ଏଥିସହିତ ଏହା ମଧ୍ୟ ଆମକୁ ଗୁଡ଼ିଏ ରୋଗ କବଳରୁ ବଞ୍ଚାଇଥାଏ। ଏଥିସହିତ…