ଡାଇବେଟିସ୍ କାରଣରୁ ମୁଣ୍ଡ ବୁଲାଉଛି କି ? ଆପଣାନ୍ତୁ ଘରୋଇ ଉପଚାର
ସାଧାରଣତଃ ବର୍ତ୍ତମାନ ଯୁଗରେ ସମସ୍ତ ଡାଇବେଟିସ୍ ରୋଗର ଶିକାର ହେଉଛନ୍ତି । ଏଥିପାଇଁ ବେଳେ ବେଳେ ସୁଗାର ଲେଭଲ୍ କମ୍ ହେଲେ ମୁଣ୍ଡ ବୁଲାଇ ଥାଏ । ଏହା ବ୍ୟତୀତ ଉଚ୍ଚ ରକ୍ତଚାପ, ଡିହାଇଡ୍ରେସନ୍ କିମ୍ବା ମଧୁମେହରେ ଔଷଧ ପ୍ରଭାବ ହେତୁ ମୁଣ୍ଡ ବୁଲାଇବା ସମସ୍ୟା ଦେଖାଯାଏ। କେବଳ ଏତିକି ହିଁ ନୁହେଁ…