Browsing Tag

Health tips

କମ୍ପ୍ୟୁଟର ସାମ୍ନାରେ ଅଧିକାଂଶ ସମୟ ବସି କାମ କରୁଛନ୍ତିକି ? ସାବଧାନ ହୁଅନ୍ତୁ ନହେଲେ ହେବ ଏହି ରୋଗ

ଆଧୁନିକ ଜୀବନଶୈଳୀ ମଧ୍ୟରେ କମ୍ପ୍ୟୁଟର ସାମ୍‌ନାରେ ଅଧିକ ସମୟ ବସି କାମ କରିବା, ଗାଡି ଚଳାଇବା ଆଦି ଆଖି ଉପରେ ଚାପ ସୃଷ୍ଟି କରେ। ଆଖି କ୍ଳାନ୍ତ ହେଉଥିବା ନେଇ କେତେକ ଲକ୍ଷଣରୁ ମଧ୍ୟ ଜାଣିପାରିବେ… – ମୁଣ୍ଡବ୍ୟଥା, ବେକ ଦରଜ ହେବା, ପିଠି ଯନ୍ତ୍ରଣା, ଆଖି କୁଣ୍ଡାଇହେବା,…

ଅରୁଆ ଭାତ ଅଧିକା ଖାଉଥିଲେ ହୋଇଯାନ୍ତୁ ସାବଧାନ,ହେବ ଏହିସବୁ ରୋଗ

ଯଦି ଆପଣ ଅଧିକ ଅରୁଆ ଭାତ ଖାଉଛନ୍ତି ତାହେଲେ ଯଥାଶୀଘ୍ର କମ୍ କରନ୍ତୁ କାରଣ ଆପଣଙ୍କ ଏହି ଅଭ୍ୟାସ ଅନେକ ରୋଗକୁ ଦିଏ ଆମନ୍ତ୍ରଣ। ହୃଦଘାତ ବିପଦ, ମଧୁମେହ ରୋଗୀଙ୍କ ପାଇଁ ଆଣିଥାଏ ଅନେକ ପାର୍ଶ୍ବ ପ୍ରତିକ୍ରିୟା। ଜାଣନ୍ତୁ କେଉଁ ରୋଗ ହେବାର ଆଶଙ୍କା ରହିଛି। ହୃଦଘାତର ବିପଦ ଭାତରେ ଆପଣଙ୍କ…

କଦଳୀ ବୃକ୍ଷ ଓ ପତ୍ର ସହ ମନର ଧାର୍ମିକ ଭାବନା ଯଡ଼ିତ

ପୂଜାପର୍ବ ହେଉ କିମ୍ବା ଅନ୍ୟାନ୍ୟ ବହୁ ସମୟରେ ଆମେ କଦଳୀ ପତ୍ରରେ ଖାଦ୍ୟ ଖାଇଥାଉ। ଏହା ଏକ ପରମ୍ପରା ବୋଲି ମଧ୍ୟ କୁହାଯାଏ। ଜାଣନ୍ତୁ ଏହାର ପତ୍ରରେ ଖାଇଲେ କି କି ଉପକାର ମିଳିଥାଏ। କଦଳୀ ବୃକ୍ଷ ପୂଜନୀୟ ଓ ପବିତ୍ର ରୂପେ ବିବେଚିତ। ଏହାର ପତ୍ର, ଫଳକୁ ସମସ୍ତ କାର୍ୟ୍ୟରେ ବ୍ୟବହାର…

ମାସିକ ଋତୁସ୍ରାବରେ ଅନିୟମିତତା ଘଟିଲେ ଆପଣାନ୍ତୁ ଏହି ଘରୋଇ ଉପଚାର

ମାସିକ ଋତୁସ୍ରାବ ମହିଳାଙ୍କ ଶରୀରରେ ହେଉଥିବା ପରିବର୍ତ୍ତନ ଭିତରୁ ଗୋଟିଏ । ପ୍ରତ୍ୟେକ ମହିଳାଙ୍କୁ ପ୍ରତି ମାସରେ ମାସିକ ଋତୁସ୍ରାବ କଷ୍ଟ ଦେଇ ଯିବାକୁ ପଡିଥାଏ । ଉକ୍ତ ସମୟରେ ମହିଳାଙ୍କୁ ନାହିନଥିବା ଅସୁବିଧା ଭୋଗିବାକୁ ପଡେ । ଏହି ସମୟରେ ମହିଳାଙ୍କୁ ଅନିୟମିତ ପିରିୟଡସ୍ ମଧ୍ୟ ହୋଇଥାଏ ।…

ସାନ୍ଧ୍ୟ ସମୟରେ ଶୋଇବା କାହିଁକି ମନା,ଜଣାନ୍ତୁ

ଶାସ୍ତ୍ରରେ ଏହିପରି ଅନେକ ଜିନିଷ ବର୍ଣ୍ଣନା କରାଯାଇଛି ଏବଂ କୌଣସି କାରଣ ନ ଜାଣି ଆମେ ପ୍ରାୟତଃ ଏହାକୁ ଗ୍ରହଣ କରିଥାଉ । ଶାସ୍ତ୍ରରେ ଏପରି ଏକ କଥା କୁହାଯାଇଛି ଯେ ସନ୍ଧ୍ୟାରେ ଶୋଇବା କିମ୍ବା ଗଡ଼ ପଡ ହେବା ଦେବୀ ଲକ୍ଷ୍ମୀଙ୍କୁ କ୍ରୋଧିତ କରିପାରେ । ଏହାର କାରଣ ଧର୍ମ ସହିତ ଜଡିତ ସକାଳ…

କିଛି କିଛି ସମୟରେ କାନ୍ଦିଲେ ଶରୀର କୁ ମିଳିଥାଏ ଏହି ଲାଭ

ମଣିଷ ଯେତେବେଳେ ନିଜ ମନରେ ଅଧିକ କଷ୍ଟ ଓ ଯନ୍ତ୍ରଣା ଅନୁଭବ କରିଥାଏ କାନ୍ଦିଥାଏ । କାନ୍ଦିବାକୁ ଆମ ସମାଜରେ ଦୁର୍ବଳତା ବୋଲି ଗ୍ରହଣ କରାଯାଇ ଥାଏ । କାନ୍ଦ ମନର ଭାବନାକୁ ପ୍ରକାଶ କରିଥାଏ । ଯେଉଁ ଲୋକମାନେ ଅଧିକ ଭାବୁକ ହୋଇ ଥାଆନ୍ତି ସେମାନଙ୍କ ମନ ସମ୍ପୂର୍ଣ୍ଣ ସଫା ହୋଇଥାଏ । ଗବେଷକଙ୍କ…

ଆପଣଙ୍କ ପାଦରେ ଅଛି କି ଏମିତି ଆଙ୍ଗୁଠି ? ତ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ପାଦର ଲମ୍ବା ଆଙ୍ଗୁଠି ର ରହସ୍ୟ ସମ୍ବନ୍ଧରେ । ଅଧିକାଂଶ ଲୋକଙ୍କ ପାଦର ଆଙ୍ଗୁଠି ସମାନ ହୋଇଥାଏ । ମାତ୍ର ଅନେକ ଲୋକ ଏଭଳି ଅଛନ୍ତି ଯାହାଙ୍କ ପାଦର ଆଙ୍ଗୁଠି ଅସମାନ ହୋଇଥାଏ । କେବେ ପାଦର ବୁଢା ଆଙ୍ଗୁଠି ବାକି ଆଙ୍ଗୁଠି ମାନଙ୍କ ଠାରୁ ବଡ…

ନାକ କ୍ୟାନସର ହେବା ପଛରେ ରହିଛି ଏହି କାରଣ, ସମୟ ପୂର୍ବରୁ ଧ୍ୟାନ ଦିଅନ୍ତୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କ୍ୟାନସରର ନାଁ ଶୁଣିଲେ ଆଜି ବି ଲୋକ ଡରିଯାନ୍ତି। ଜୀବନକୁ ନେଇ ମନରେ ଭୟ ସୃଷ୍ଟି ହୋଇଯାଏ। କ୍ୟାନସରର ଏଭଳି ଏକ ସମସ୍ୟା ଯାହା ଶରୀରର ଯେକୌଣସି ଅଙ୍ଗରେ ହୋଇଥାଏ। ତେବେ ସମୟ ଆରମ୍ଭରୁ ଏହା ସମ୍ପର୍କରେ ଜଣା ପଡେ ନାହିଁ। ଶୀତଦିନରେ ଖାସ କରି ନାକ ବନ୍ଦ ହୋଇଯାଏ ।…

ଗ୍ରୀଷ୍ମଋତୁରେ ଚର୍ମର ଯତ୍ନ ପାଇଁ ଉପାୟ

ଗ୍ରୀଷ୍ମରେ ସୂର୍ଯ୍ୟ କିରଣ, ସୂର୍ଯ୍ୟ ଜଳିବା, ପ୍ୟାଚ୍, ପିମ୍ପଲ୍, ବ୍ରଣ, ଦାଗ ଇତ୍ୟାଦି ଚର୍ମ ସମସ୍ୟା ଦେଖାଯାଏ। ଏହା ଚର୍ମରେ କୁଞ୍ଚନ, ଶୁଷ୍କତା, ଆଲର୍ଜି ସୃଷ୍ଟି କରିପାରେ। ସୂର୍ଯ୍ୟଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିବା ହେତୁ ଚେହେରା ଜଳିଯାଏ। ସଉନ୍ଦର୍ଯ୍ୟ ବିଶେଷଜ୍ଞ ଶାହନାଜ ହୁସେନ୍…

ପାଦର ଦ୍ଵିତୀୟ ଆଙ୍ଗୁଠି ବଡ ହେଲେ, କେଉଁ ସ୍ଵଭାଵ ବ୍ୟକ୍ତି ହୋଇଥାନ୍ତି ? ଜାଣନ୍ତୁ

ଆମ ଜୀବନ ରେ ଶାସ୍ତ୍ର ର ମହତ୍ତ୍ୱ ବହୁତ ରହିଛି । ହିନ୍ଦୁ ଧର୍ମ ରେ ଅନେକ ଲୋକ ଶାସ୍ତ୍ର କୁ ବହୁତ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଅନେକ ଉପକାରୀ ଵିଷୟ ସମ୍ପର୍କରେ ଲେଖା ହୋଇଛି ।ଯାହାକୁ ପାଳନ କରିବା ଦ୍ୱାରା ମନୁଷ୍ୟ ସଫଳତା ର ଶୀର୍ଷରେ ପହଞ୍ଚି ପାରିଥାଏ । ଏହି ଶାସ୍ତ୍ର ରେ ଅନେକ ଭଲ…