ଭିଜିଲାନ୍ସ ଜାଲରେ ବିଏମ୍ସି ସ୍ବାସ୍ଥ୍ୟ ସୁପରଭାଇଜର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହଜାରେ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ହେଲ୍ଥ ସୁପରଭାଇଜର ମନୋରଞ୍ଜନ ଦାସ । ମନୋରଞ୍ଜନ ବୁଧବାର ଏହି ଲାଞ୍ଚ ଗୋଠପାଟଣା ଅଞ୍ଚଳର କୁଳମଣି ମେହେର ନାମକ ଜଣେ ବ୍ୟକ୍ତିଙ୍କଠାରୁ ଗ୍ରହଣ କରୁଥିଲେ ।…