ମାତ୍ରାଧିକ ହେଡଫୋନ ବ୍ୟବହାର କରନ୍ତୁ ନାହିଁ : ହୋଇପାରେ ଏହି ସମସ୍ୟା
ଜାଣନ୍ତିକି ମାତ୍ରାଧିକ ହେଡଫୋନର ବ୍ୟବହାର ଦ୍ୱାରା ଆପଣ ଶ୍ରବଣ ଶକ୍ତି ହରାଇ ପାରନ୍ତି । ଯେତେବେଳେ ଆମ କାନ ୮୫ ଡେସିବେଲ୍ରୁ ଅଧିକ ଭଲ୍ୟୁମ ଶୁଣିଥାଏ । ସେତେବେଳେ ଭିତର କାନର କୋଷଗୁଡ଼ିକ ଡେମେଜ ହେବା ଆରମ୍ଭ କରିଥାଏ। ଜଣାପଡ଼ୁଛି ଯେ ଅଧିକ ହେଡଫୋନ ବ୍ୟବହାର କରୁଥିବା ଲୋକଙ୍କର ଶୁଣିବା…