ହାଥରସ୍ ଘଟଣା: ଯୋଗୀ ସରକାରଙ୍କ ବରଖାସ୍ତ ଦାବିକଲା ପିସିିସି ଅନୁସୂଚିତ ଜାତି ବିଭାଗ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତରପ୍ରଦେଶର ହାଥରସ୍ ଗ୍ରାମର ଅନୁସୂଚିତ ଜାତି ବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୋଦି ସରକାର ଓ ଉତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଦୋଷୀକୁ ଦଣ୍ଡ ଦେବା ପରିବର୍ତେ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରିବା ଅତ୍ୟନ୍ତ ନିନ୍ଦନୀୟ । ଯୋଗୀ ଆଦିତ୍ୟନାଥ…