ହାତରେ କେଉଁ ରେଖା ଥିଲେ ମଣିଷ ହୁଏ ଧନୀ ?
ଆଜି ଆମେ ଆଲୋଚନା କରିବା ହସ୍ତ ରେଖା କିଭଳି ଥିଲେ ଧନଯୋଗ ଥାଏ ? ଅଥବା ହସ୍ତରେଖା କିଭଳି ଥିଲେ ବୈଭବ, ଧନ ଏବଂ ଐସ୍ଵର୍ଜ୍ୟ ମିଳିଥାଏ । ଯଦି ହାତର ଜୀବନ ରେଖା ଏବଂ ମସ୍ତକ ରେଖାର ମଝିରେ ଏକ ଷ୍ଟାର ଭଳି ଚିହ୍ନ ରହିଥାଏ ଅଥବା ଏକ ନକ୍ଷେତ୍ର ଭଳି ଚିହ୍ନ ରହିଅଛି ତେବେ ସେହି ବ୍ୟକ୍ତି ଧନୀ…