ହରି ଶୟନ ଏକାଦଶୀର ମହତ୍ୱ, କାହିଁକି ଏହାର ନାମ ଏଭଳି ରହିଛି ?
ଆଜି ହରି ଶୟନ ଏକାଦଶୀ l ଶାସ୍ତ୍ର ଅନୁସାରେ ଆଷାଢ଼ ଶୁକ୍ଳ ପକ୍ଷ ଏକାଦଶୀ ତିଥି ରେ ଏହି ଦିନଟି ପାଳିତ ହୋଇଥାଏ l ହରିଶୟନ ଏକାଦଶୀ ସହିତ ଚତୁର୍ମାସ ଆରମ୍ଭ ହୋଇ ଯାଇଥାଏ l ଆମ ସନାତନ ଧର୍ମର ବିଶେଷତ୍ୱ ହେଉଛି ଯେ ଆମେ ଦେଶ , କାଳ ଓ ପରିସ୍ଥିତି ଗତ ବିଶେଷତ୍ୱ କୁ ମଧ୍ୟ ଧର୍ମ ଓ ଈଶ୍ୱର ଙ୍କ…