Browsing Tag

Hardik Patel

ବିଜେପିରେ ଯୋଗଦେବେ ପୂର୍ବତନ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ!

ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଭାରତୀୟ ଜନତା ପାର୍ଟିରେ ଯୋଗଦେବେ ପୂର୍ବତନ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ । ଜୁନ୍‌-୨ ତାରିଖରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେବା ନେଇ ସୂଚନା ମିଳିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ବିଜେପି ହାର୍ଦ୍ଦିକଙ୍କୁ…

କଂଗ୍ରେସ ଛାଡ଼ିଲେ ହାର୍ଦ୍ଦିକ

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କଂଗ୍ରେସ ନିଜ ସଂଗଠନକୁ ମଜଭୁତ କରିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ସଫଳ ହୋଇପାରୁନି । ନିକଟରେ କଂଗ୍ରେସ ଚିନ୍ତନ ବୈଠକ କରି ଦଳ ପାଇଁ ମନପ୍ରାଣ ଦେଇ କାମ କରିବାକୁ କର୍ମକର୍ତ୍ତାମାନଙ୍କୁ କହିଥିଲେ ହେଁ ଏହାର ପ୍ରଭାବ କିନ୍ତୁ ଓଲଟା ଦେଖିବାକୁ ମିଳିଛି…