ମା’ ପାଇଁ ଦିନଟିଏ…
ପ୍ରେମ ଓ ସ୍ନେହର ପ୍ରତୀକ ଭାବରେ ମାତୃ ଦିବସ ପାଳନ କରାଯାଇଥାଏ l ମାର ସ୍ଥାନ ସାରା ବିଶ୍ୱରେ କେହିବି ନେଇ ପାରିବେ ନାହିଁ l ପ୍ରତେକ ବର୍ଷ ମଇ ମାସର ଦ୍ଵିତୀୟ ରବିବାର ଦିନ ମାତୃ ଦିବସ ଭାବରେ ପାଳନ କରାଯାଏ l ଚଳିତ ବର୍ଷ ମାତୃ ଦିବସ ମଇ ମାସ ୯ ତାରିଖ ରବିବାର ପଡୁଛି l ଏହି ଦିନଟି ପଛରେ…