Browsing Tag

Happy married life tips

ବୈବାହିକ ଜୀବନକୁ ସଫଳ କରିବାକୁ ଆପଣାନ୍ତୁ ଏହି ଉପାୟ

ଆଚାର୍ଯ୍ୟ ଚାଣକ୍ୟ ଧନ, ପ୍ରଗତି ଏବଂ ବୈବାହିକ ଜୀବନ ସମେତ ସମସ୍ତ ଦିଗ ଉପରେ ଗଭୀର ଅଧ୍ୟୟନ କରିଛନ୍ତି। ତାହା ସହ ଜଡିତ ସମସ୍ୟାର ସମାଧାନ ମଧ୍ୟ କରିଛନ୍ତି। ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସ୍ତ୍ରୀ-ସ୍ବାମୀ ସମ୍ପର୍କ ଏବଂ ସଫଳ ବୈବାହିକ ଜୀବନ ବିଷୟରେ ମଧ୍ୟ କହିଛନ୍ତି। ଚାଣକ୍ୟ କହିଛନ୍ତି…

ଆପଣାନ୍ତୁ ଏହି ଛୋଟ ଛୋଟ ଟିପ୍ସ, ବୈବାହିକ ଜୀବନରେ ଭରିଦେବ ମଧୁରତା

ନବଦମ୍ପତି ନିଜସମ୍ପର୍କ ଓ ବୈବାହିକ ଜୀବନରେ ସର୍ବଦା ମଧୁରତା ଭରିବାକୁ ବାସ୍ତୁରେ ବର୍ଣ୍ଣନା କରାଯାଇଥିବା କିଛି ସହଜ ଉପାୟ ବିଷୟରେ ଜାଣନ୍ତୁ। ଯାହାକୁ ପାଳନ କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। – ନବଦମ୍ପତି ନିଜ କକ୍ଷରେ କାଚରେ ତିଆରି ସାଜ୍ଜସଜ୍ଜା ଜିନିଷ ରଖନ୍ତୁ। ଛୋଟଛୋଟ…