ଶନିବାର ଦିନ ହନୁମାନ ଚାଳିଶା ରେ କରନ୍ତୁ ଏହି ଉପାୟ:ସୁଖ ସମୃଦ୍ଧି ସହିତ ପାଇବେ ନିରୋଗୀ ଜୀବନ
ମହାବୀର ହନୁମାନ ହେଉଛନ୍ତି ସର୍ବ କଷ୍ଟ ଓ ଦୁଃଖ ନିବାରକ । ତାଙ୍କୁ ଯିଏ ବିଧି ବିଧାନ ଅନୁସାରେ ପୂଜା କରିଥାଏ ତାର ସମସ୍ତ ଦୁଃଖ ଦୂର ହୋଇଥାଏ । ମହାବୀର ହେଉଛନ୍ତି ଭଗବାନ୍ ଶିବ ଙ୍କ ଅଂଶ, ମହାବୀର ହେଉଛନ୍ତି ଅଜେୟ ଓ ଅମର , ତାଙ୍କର ଆଶୀର୍ବାଦ ପାଇଲେ ଜୀବନ ର ସମସ୍ତ ସଙ୍କଟ ଦୂର ହୋଇଥାଏ ।…