Browsing Tag

Hair care

ଘନ କେଶ ଆଉ ସୁନ୍ଦର ତ୍ଵଚା ପାଇଁ ଏମିତି ବ୍ୟବହାର କରନ୍ତୁ ଅଁଳା

ବ୍ୟସ୍ତବହୁଳ ଦିନରେ ନିଜ ତ୍ଵଚା ଆଉ କେଶର ଯତ୍ନ ନେବା ପାଇଁ ସମୟ ଅଭାବ ରହୁଛି। ଏହାସହ ଖାଦ୍ୟପେୟରେ ଅବହେଳା ଆମ ତ୍ୱଚା ଓ କେଶକୁ ରୁଗଣ କରୁଛି। ଆଜିକା ସମୟରେ ପ୍ରତି ୪ ଜଣଙ୍କ ମଧ୍ୟରୁ ତିନିଜଣଙ୍କ ପାଖରେ କେଶ ଓ ତ୍ୱଚା ଜନିତ ସମସ୍ୟା ଦେଖା ଯାଉଛି। ତେବେ ଆପଣଙ୍କୁ ଅଁଳା ସୁନ୍ଦର ଶରୀର ଗଠନ ସହ…