ଚାଉଳ ଗୁଣ୍ଡରେ ଏମିତି କରନ୍ତୁ ସ୍କ୍ରବ୍, ତ୍ୱଚା ସୁନ୍ଦର ସାଙ୍ଗକୁ ହେବ ଚିକଣ
ସ୍କ୍ରବ୍ କରିବା ଦ୍ୱାରା ତ୍ବଚାର ଲୋମଛିଦ୍ର ଖୋଲିବା ସହ ରଙ୍ଗ ତୋଫା ହୋଇଥାଏ, ଏବଂ ମୃତ କୋଷ ବାହାରି ଆସେ। କେହି କେହି ପାର୍ଲର ଯାଇ ମୁଁହ ସ୍କ୍ରବ୍ କରୁଥିବା ବେଳେ କେହି କେହି ଘରେ ବଜାର ତିଆରି ପ୍ରଡକ୍ଟ ଆଣି ସ୍କ୍ରବ୍ କରିଥାନ୍ତି। କିନ୍ତୁ ସବୁବେଳେ କେମିକାଲ ଯୁକ୍ତ ଉପାଦାନ ବ୍ୟବହାର…