୨୧ ମାସ ପାଇଁ ଜିମ୍ନାଷ୍ଟ ଦୀପା କର୍ମକାରଙ୍କୁ ବ୍ୟାନ
ରିଓ ଅଲିମ୍ପିକ୍ରେ ଭାରତ ପାଇଁ ଇତିହାସ ରଚିଥିବା ଜିମ୍ନାଷ୍ଟ ଦୀପା କର୍ମକାର ଡୋପ୍ ଟେଷ୍ଟରେ ଫେଲ୍ ମାରିଛନ୍ତି। ଇଣ୍ଟରନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଆଇଟିଏ) ଜାଣିବାକୁ ପାଇଛି ଯେ, ଦୀପା ହାଇଜେନାମାଇନ ଡ୍ରଗ୍ସ ସେବନ କରିଥିଲେ। ଏହାର ଟେଷ୍ଟିଂ ରିପୋର୍ଟ ପଜିଟିଭ୍ ଆସିଛି। ୨୦୨୧ ପରେ…