ଦେଢ଼ ବର୍ଷ ଭିତରେ ଫାଟି ଗଲା ଗୁରୁପ୍ରିୟା ସେତୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୁରୁପ୍ରିୟା ସେତୁର ୧୬ ନମ୍ବର ପିଲର ଉପରେ ଥିବା ଗାର୍ଡର ଏକ୍ସପାନସନ୍ ଜଏଣ୍ଟ ମୋଡ଼ି ହୋଇଯାଇଛି। ଏଥିଯୋଗୁ ବ୍ରିଜ୍ରେ ଫାଟ ସୃଷ୍ଟି ହୋଇଛି । ବ୍ରିଜ୍ର ଠିକ୍ ମଝିରେ ହୋଇଥିବାରୁ ସ୍ୱାଭିମାନ ଅଞ୍ଚଳବାସୀ ବ୍ରିଜ୍ ଦେଇ ଯିବାକୁ ଭୟଭୀତ ହେଉଛନ୍ତି। ପୂର୍ତ୍ତ ବିଭାଗ…