ମୃତଦେହ ନିକଟରୁ ଉଦ୍ଧାର ହେଲା ୧୧ମାସର ଶିଶୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହିଞ୍ଜିଳି ଥାନା ଅନ୍ତର୍ଗତ ନୁଆଁଗଡ଼ ଗ୍ରାମରୁ ଜଣେ ମହିଳାଙ୍କ ଝୂଲନ୍ତା ମୃତଦେହ ଜବତ କରିଛି ପୋଲିସ । ତାଙ୍କ ନିକଟରୁ ଉଦ୍ଧାର କରିଛି ୧୧ମାସର ଶିଶୁ କନ୍ୟା । ମୃତକ ଜଣଙ୍କ ସୁନିଲ ସେଠିଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ (୨୨) ।
ସୂଚନା ଅନୁଯାୟୀ ସ୍ଥାନୀୟ ନୁଆଁଗଡ଼…