Browsing Tag

Gujarat

ମିନି ବସ ଓ ଜିପ ଧକ୍କା, ୮ ମୃତ ୧୨ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜସ୍ଥାନର ସିକର ଜିଲ୍ଳାରେ ଗତକାଲି ରାତିରେ ଏକ ମିନି ବସ ଓ ଜିପ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ବାସିନ୍ଦା ଆହତମାନଙ୍କୁ ଉଦ୍ଧାର କରିବା ସହ ଖାଟୁଶ୍ୟାମ…

ଆମ୍ୱୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଚାଲିଗଲେ ମୁଖ୍ୟମନ୍ତ୍ରୀ ସମ୍ପର୍କୀୟ ଭାଇ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆମ୍ୱୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଭାଇଙ୍କ ମୃତ୍ୟୁ ଘଟିଥିବା ଖବର ସମ୍ନାକୁ ଆସିଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ, ଅକ୍ଟୋବର ୪ ତାରିଖରେ ଗୁଜରାଟ…

ଅଗ୍ନିକାଣ୍ଡ ନେଲା ୧୭ ଛାତ୍ରଛାତ୍ରୀଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୁଜୁରାଟର ସୁରଟରେ ଥିବା ତକ୍ଷଶିଳା କମ୍ପେକ୍ସରେ ଅଗ୍ନିକାଣ୍ଡ । ଏକ ୪ ମହଲା କୋଠା ଉପରୁ ଜୀବନ ବଞ୍ଚିବାକୁ ଡେଇଁ ୧୭ ଜଣ ଛାତ୍ରଛାତ୍ରୀ ମୃତ୍ୟୁ ବରଣ କରିଛନ୍ତି । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବାସହ ମୃତକଙ୍କ ପରିବାରକୁ ୪ ଲକ୍ଷ…

ମୋଦିଙ୍କ ଗଡରେ ହାତ ଧରିଲେ ହାର୍ଦ୍ଦିକ ପଟେଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ସାରା ଦେଶରେ ରାଜନୈତିକ ମାହୋଲ ବେଶ୍‌ ସରଗରମ ରହିଛି । ଇତ୍ୟବସରରେ ଭାଜପାକୁ ସବୁବେଳେ ସମାଲୋଚନା କରୁଥିବା ହାର୍ଦ୍ଦିକ ପଟେଲ ଆଜି ବିଦ୍ଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେଇଛନ୍ତି । ଦୀର୍ଘ ୫୮ ବର୍ଷ ପରେ ମୋଦିଙ୍କ ଗଡ଼…

ବିଳମ୍ବ ରେ ପହଞ୍ଚିବାରୁ ସର୍ଵ ସମ୍ମୁଖରେ କ୍ଷମାପ୍ରାର୍ଥନା କରି ପ୍ରବାସୀ ଓଡ଼ିଆଙ୍କ ମନଜିଣିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁରଟର ଓଡିଶା ମହୋତ୍ସବରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦାନ ଦେଇ ପ୍ରବାସୀ ଓଡିଆକୁ ସମ୍ବୋଧିତ କରିଛନ୍ତି । ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଖୁବ ଶିଘ୍ର ଯୁକ୍ତ ୨ କଲେଜ ପ୍ରତିଷ୍ଠା ସହ କଲଚରାଲ ସେଣ୍ଟର ପ୍ରତିଷ୍ଠା ପାଇଁ ନବୀନ ୧୦ କୋଟି…

ମୋଦିଙ୍କ ଗଡରେ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧନ କରିବେ ନବୀନ, ଗୁରୁଦାୟିତ୍ୱ ରେ ପ୍ରଣବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା କାଲି ଦିନିକିଆ ସୁରଟ ଗ୍ରସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ସୁରଟ ଯିବା ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ ପିୟୁସ ଗୋଏଲ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ନିକଟକୁ ଚିଠି ଲେଖିଛନ୍ତି । ସୁରଟରୁ ସିଧା…

୨୦୦୨ ଗୁଜରାଟ ଦଙ୍ଗା, ମୋଦିଙ୍କ ବିରୋଧରେ ଶୁଣାଣି ୧୯ରେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୦୨ ମସିହା ଗୁଜରାଟର ଗୋଧ୍ରା ଦଙ୍ଗାର ପରବର୍ତ୍ତୀ ହିଂସାରେ ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦିଙ୍କ ସମ୍ପୃକ୍ତି ନେଇ ସୁପ୍ରିମକୋର୍ଟରେ ଦାଏର ହୋଇଥିବା ପିଟିଶନର ଶୁଣାଣି ଆସନ୍ତା ୧୯ ତାରିଖରେ ହେବ । ଜଷ୍ଟିସ୍‌…

ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି ଲୋକାର୍ପିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ୧୪୩ତମ ଜନ୍ମତିଥି ଅବସରରେ 'ଲୌହ ମାନବ' ଭାବରେ ପରିଚିତ ମହାନ ଜନନାୟକ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ୧୮୨ ମିଟରର ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପଣ କରିଛନ୍ତି। ଏହି ପ୍ରତିମୂର୍ତ୍ତି କୁ…

You cannot copy content of this page