Browsing Tag

gst

ରାଜ୍ୟ ଜିଏସ୍‌ଟି ଗତବର୍ଷ ଅପେକ୍ଷା ବୃଦ୍ଧି ହେଲା ୪୯ ପ୍ରତିଶତ

ପୁଣିଥରେ ଦ୍ରବ୍ୟ ଏବଂ ସେବା କର ବା ଜିଏସ୍‌ଟି ଆଦାୟରେ ରେକର୍ଡ କରିଛି ରାଜ୍ୟ । ଅକ୍ଟୋବର ମାସରେ ଆଦାୟ ହୋଇଥିବା ଟ୍ୟାକ୍ସରେ ଗତବର୍ଷ ଅପେକ୍ଷା ୪୯ ପ୍ରତିଶତ ବୃଦ୍ଧି ହୋଇଛି । ୨୦୨୦ ମସିହା ଅକ୍ଟୋବର ମାସରେ ୨୪୨୮ କୋଟି ଟଙ୍କା ଆଦାୟ ହୋଇଥିଲା । ହେଲେ ଚଳିତ ଅକ୍ଟୋବର ମାସରେ ଏହା ୪୯ ପ୍ରତିଶତ…