ଗ୍ରୀନ୍ ଟି ପିଉଛନ୍ତି କି? ହୋଇଯାନ୍ତୁ ସାବଧାନ
ଆଜିକାଲି ଗ୍ରୀନ୍ ଟି' ପିଇବା ଏକ ଟ୍ରେଣ୍ଡ ପାଲଟିଗଲାଣି। ପତଳା ହେବା ପାଇଁ ଆଉ ଫିଟ୍ ରହିବା ପାଇଁ ଅଧିକାଂଶ ଲୋକେ ଗ୍ରୀନ୍ ଟି' ପିଇବାକୁ ଭାରି ପସନ୍ଦ କରନ୍ତି। ରିପୋର୍ଟ ଅନୁଯାୟୀ, ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ସ୍ୱାସ୍ଥ୍ୟକୁ ଠିକ୍ ରଖିବାରେ ସାହାଯ୍ୟ କରିଥାଏ ଏବଂ ଆମକୁ ଅନେକ ରୋଗରୁ…